Browsing Category

ଦୈତ୍ୟ ନଗରୀ

ସୁଲୋଚନା ଭୁବନେଶ୍ବର, ସୁବାସ କଟକ ଓ ସଂଘମିତ୍ରା ବ୍ରହ୍ମପୁର ମେୟର ପାର୍ଥୀ

ଭୁବନେଶ୍ବର, ୫।୩: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବିଜେଡି ଘୋଷଣା କରିଛି ଏହାର ମେୟର ପ୍ରାର୍ଥୀ। କଟକ, ଭୁବନେଶ୍ବର ସହ ବ୍ରହ୍ମପୁର ମହାନଗର ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ…
Read More...

ବିଏମ୍‌ସିର ୬୭ ନମ୍ବର ୱାର୍ଡରେ ୭ଲକ୍ଷ ୨୫ହଜାର ୭୬୫ଜଣ ଭୋଟର

ଭୁବନେଶ୍ବର, ୨୪।୨: ପୌର ନିର୍ବାଚନ ପାଇଁ କେବଳ ଭଦ୍ରକର ୪ ନମ୍ବର ୱାର୍ଡକୁ ଛାଡ଼ି ବାକି ୧୦୬ଟି ପୌର ପରିଷଦ ଓ ଏନ୍‌ଏସି ଏବଂ ୩ଟି ମହାନଗର ନିଗମରେ କାଉନ୍‌ସିଲର୍‌/କର୍ପୋରେଟର୍‌, ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ୱାର୍ଡ…
Read More...

ବଢ଼ୁଛି ସଂକ୍ରମଣ, ରାଜଧାନୀର ଆଉ ୪ଟି ସ୍ଥାନ କଣ୍ଟେନମେଣ୍ଟ୍ ଜୋନ୍

ଭୁବନେଶ୍ୱର ୬/୧: ରାଜଧାନୀର ଆଉ ୪ ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏସବୁ ଅଞ୍ଚଳରୁ ଏକାଧିକ କୋଭିଡ୍‌ ପଜିଟିଭ୍‌ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି…
Read More...

ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ବର,୬।୧: ଅନିର୍ଦ୍ଦିଷ୍ଟ କାଳ ପାଇଁ  ଭୁବେଶ୍ବର ମାର୍କେଟ ବିଲଡିଂ ବନ୍ଦ ରହିବ। ଏ ନେଇ ୟୁନିଟ-୨ ମାର୍କେଟ ବିଲଡିଂ ବ୍ୟବସାୟୀ ସଂଘ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ସୂଚନା ଦେଉଛନ୍ତି। ବିଏମସି ଓ ମାର୍କେଟ…
Read More...

ବିମାନବନ୍ଦରରେ ଆର୍‌ଟିପିସିଆର୍‌ ଟେଷ୍ଟ୍‌ ବାଧ୍ୟତାମୂଳକ

ଭୁବନେଶ୍ବର,୬।୧: ଦିନକୁ ଦିନ କାୟା ମେଲାଉଛି କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଏୟାରପୋର୍ଟ ପାଇଁ ବିଏମ୍‌ସି ଗାଇଡଲାଇନ ଜାରି କରିଛି। ଭୁବନେଶ୍ବରକୁ…
Read More...

ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ ବିଲ୍ଡିଂ: ଆସନ୍ତାକାଲି ବୈଠକରୁ ବାହାରିପାରେ ନିଷ୍କର୍ଷ

ଭୁବନେଶ୍ବର, ୪।୧: ବନ୍ଦ ହେଲା ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ। ଉଠା ଦୋକାନୀମାନଙ୍କୁ ଉଚ୍ଛେଦ ଦାବି ପୂରଣ ନହେବାରୁ ମାର୍କେଟ ବିଲ୍ଡିଂ ବ୍ୟବସାୟ ସଙ୍ଘ ଏହି ବନ୍ଦ ଡାକରା ଦେଇଛି। ଉଠା ଦୋକାନୀଙ୍କ ଯୋଗୁଁ ସମସ୍ୟା…
Read More...

ଏଥର ବି ଐତିହାସିକ କଟକ ବାଲିଯାତ୍ରା ବନ୍ଦ

କଟକ, ୯।୧୧: ଏଥର ବି ହେବନି ଐତିହାସିକ କଟକ ବାଲିଯାତ୍ରା। କଟକର ଐତିହାସିକ ବାଲିଯାତ୍ରା ନକରିବାକୁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ। କୋଭିଡକୁ ଆଖି ଆଗରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ବାଲିଯାତ୍ରା ବନ୍ଦ…
Read More...

ମିଠା ଦୋକାନରେ ବିଏମ୍‌ସିର ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢ଼ାଉ

ଭୁବନେଶ୍ୱର, ୩।୧୧: ଆଜି ପୂର୍ବାହ୍ନରେ ଭୁବନେଶ୍ୱରର ବିଭିନ୍ନ ମିଷ୍ଟାନ୍ନ ଭଣ୍ଡାରକୁ ଖାଦ୍ୟ ଯାଞ୍ଚ ସ୍କ୍ୱାର୍ଡ ବୁଲି ଦେଖିଛନ୍ତି। ଦୀପାବଳି ଆସିଲେ ମିଠାର ଚାହିଦା ଅହେତୁକ ଭାବେ ବଢ଼ିଯାଏ। ଆଉ ମିଠା ବ୍ୟବସାୟୀମାନେ…
Read More...

ବିବାହ, ବ୍ରତ କଟକଣା କୋହଳ କଲା ବିଏମ୍‌ସି

ଭୁବନେଶ୍ବର, ୩୦।୧୦: ଆଗକୁ ବିବାହ ଋତୁ ଆସୁଥିବା ବେଳେ ରାଜଧାନୀବାସୀଙ୍କୁ ମିଳିଛି ଖୁସି ଖବର। ରାଜ୍ୟ ଓ ରାଜଧାନୀରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଥିବା ବେଳେ ବିଏମ୍‌ସି ଏବେ କିଛି ନିୟମ କୋହଳ କରିଛି। କୋଭିଡକୁ…
Read More...

ଅପହୃତ ନାବାଳିକାଙ୍କୁ ଉଦ୍ଧାର ପାଇଁ କମିସନରେଟ୍‌ ପୁଲିସର ‘ପ୍ରାରମ୍ଭ’ ଯୋଜନା

ଭୁବନେଶ୍ଵର, ୧୮/୧୦ : କମିସନରେଟ ପୋଲିସ ପକ୍ଷରୁ ଆରମ୍ଭ ହେଲା ‘ପ୍ରାରମ୍ଭ’ ଯୋଜନା। ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ ଏହି ଯୋଜନା କାମ କରିବ। ‘ପ୍ରାରମ୍ଭ’ ଯୋଜନାରେ କମିସନରେଟ୍ ପୁଲିସ ୨୫୪୫୪୪୫…
Read More...