Browsing Category

Uncategorized

ପ୍ରମୋଦିନୀ ରାଉଳଙ୍କ ଉପରେ ଏସିଡ୍ ମାଡ଼ ଘଟଣା

ଜଗତସିଂହପୁର, ୯/୫: ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କ ଉପରକୁ ଏସିଡ୍ ମାଡ଼ ମାମଲାରେ ଦୀର୍ଘ ୧୩ ବର୍ଷ ପରେ ପ୍ରକାଶ ପାଇଲା କୋର୍ଟଙ୍କ ରାୟ। ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂହ ରାୟଙ୍କୁ ୧୪ ବର୍ଷ ସଶ୍ରମ…
Read More...

ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ୨୬।୪: ‘ରାଜ୍ୟରେ ଜାରି ରଖ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ। ଦିନ ବେଳା ବିଦ୍ୟୁତ୍ କାଟ୍ କର ନାହିଁ।’  ପ୍ରବଳ ତାତି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜୁଳି ବିତରଣ କମ୍ପାନିଗୁଡ଼ିକୁ ଏପରି…
Read More...

କେନ୍ଦୁଝରଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ଭୁବନେଶ୍ବର, ୨୨।୪ : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଅନୁ ଗର୍ଗ ଆଜି କେନ୍ଦୁଝର ଜିଲ୍ଲାଗସ୍ତରେ ଯାଇଛନ୍ତି। ଆଜି ସକାଳେ ଚମ୍ପୁଆ,…
Read More...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର, ୨।୪: ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ ଘଟିଥିବା ଡବଲ୍‌ ମର୍ଡର ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ରାୟଗଡ଼ ସେସନ୍ସ କୋର୍ଟ ମାମଲାକୁ ବିଚାର କରି ବ୍ରଜରାଜ ନଗରର ପୂର୍ବତନ ବିଧାୟକ…
Read More...

ଛାତ୍ରଛାତ୍ରୀଙ୍କୁ ମିଳିଲା ଫୁଲ୍‌ ମାର୍କ

ଭୁବନେଶ୍ବର, ୧୫।୩ : ସିବିଏସ୍‌ଇ ଦଶମ ଓଡ଼ିଆ ପରୀକ୍ଷା ମୂଲ୍ୟାଙ୍କନ ତ୍ରୁଟି ଘଟଣାରେ ପିଲାଙ୍କୁ ଫୁଲ୍ ମାର୍କ ମିଳିଛି। ଦଶମ ଟର୍ମ-୧ ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟିଯୁକ୍ତ ପ୍ରଶ୍ନ ଆସିଥିଲା। ତେବେ କେନ୍ଦ୍ର ମନ୍ତ୍ରୀ…
Read More...

ସୁଲୋଚନା ଭୁବନେଶ୍ବର, ସୁବାସ କଟକ ଓ ସଂଘମିତ୍ରା ବ୍ରହ୍ମପୁର ମେୟର ପାର୍ଥୀ

ଭୁବନେଶ୍ବର, ୫।୩: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବିଜେଡି ଘୋଷଣା କରିଛି ଏହାର ମେୟର ପ୍ରାର୍ଥୀ। କଟକ, ଭୁବନେଶ୍ବର ସହ ବ୍ରହ୍ମପୁର ମହାନଗର ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ…
Read More...

ପ୍ରଫେସର ଡି ପି ରାୟ ସୋଆର ନୂତନ ଚାନ୍‌ସିଲର୍‌

ଭୁବନେଶ୍ୱର, ୧।୨ : ବିଶିଷ୍ଟ କୃଷି ବିଜ୍ଞାନୀ ପ୍ରଫେସର ଦେବୀ ପ୍ରସାଦ ରାୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ଡିମ୍ଡ ବିଶ୍ୱବିଦ୍ୟାଳୟ ର ନୂତନ ଚାନ୍ସଲର ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି | ସୋଆର ପ୍ରତିଷ୍ଠାତା…
Read More...

ପରଲୋକରେ ବାପି ଲାହିରି

ଭୁବନେଶ୍ବର, ୧୬।୨: ପ୍ରସିଦ୍ଧ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ତଥା ଡିସ୍କୋ କିଙ୍ଗ ବାପି ଲାହିରି ଆଉ ନାହାନ୍ତି। ମୁମ୍ବାଇର ଜୁହୁର କ୍ରିଟିକେୟାର ହସ୍ପିଟାଲରେ ବାପି ଦା’ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ…
Read More...

ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ: ରାଜ୍ୟରେ ୭୦% ଭୋଟ୍‌ ଗ୍ରହଣ

ଭୁବନେଶ୍ବର,୧୬।୨: ରାଜ୍ୟରେ ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟରେ ୭୦ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ରହିଥିଲେ।…
Read More...

ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ ‘ନୋଟା’ ବିକଳ୍ପ

ଭୁବନେଶ୍ବର, ୧୧।୨: ପଞ୍ଚାୟତ ନିର୍ବାଚନ ପରେ ହେବ ପୌର ନିର୍ବାଚନ। ଏଥର ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରିବାକୁ ଇଭିଏମ୍‌ର ବ୍ୟବହାର କରାଯିବାକୁ ଥିବା ବେଳେ ସେଥିରେ ‘ନୋଟା’ ବିକଳ୍ପ ରଖାଯିବ ବୋଲି ଆଜି ରାଜ୍ୟ…
Read More...