ବର୍ଷାଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା

କଟକ, ୪।୮: ବର୍ଷାଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା। ବର୍ଷା, ତାଙ୍କ ଝିଆରୀ ଓ ମା’ଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ। ଅନୁଭବଙ୍କ ସୁରକ୍ଷା କର୍ମୀଙ୍କୁ ଜାତିଆଣ ଆକ୍ଷେପ ନେଇଥିଲା ଅଭିଯୋଗ। ମାମଲାରେ ଆଗୁଆ ଜାମିନ…
Read More...

ମହିମା ମିଶ୍ରଙ୍କ ଘର ଓ ଅଫିସ୍‌ରେ ସିବିଆଇ ଚଢ଼ାଉ

ଭୁବନେଶ୍ବର, ୪।୮: ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସ୍‌ରେ ଆଜି ସକାଳୁ ପଶିଛି ସିବିଆଇ ଟିମ୍‌। କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ଚଢ଼ାଉ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର…
Read More...

ପ୍ରଶାସନିକସ୍ତରରେ ବଦଳି: ଅରବିନ୍ଦ ପାଢ଼ୀ କୃଷି ସଚିବ, ଅଶ୍ୱଥି ଗଣଶିକ୍ଷା ସଚିବ

ଭୁବନେଶ୍ୱର, ୩।୮: ରାଜ୍ୟ ସରକାର ଆଜି ଆଇଏଏସ୍‌ସ୍ତରରେ ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିବା ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଓ ଆଇଏଏସ୍ ଏସ୍.…
Read More...

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ସୂର୍ଯ୍ୟ ଦେଓଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୦୩/୦୮: ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବିଶିଷ୍ଟ ସିନେ ସମୀକ୍ଷକ ତଥା ଲେଖକ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ ୬୮ତମ…
Read More...

ଅଗଷ୍ଟ ୫ରୁ ୧୫ ବିନା ଶୁଳ୍କରେ ବୁଲି ହେବ ଏଏସ୍‌ଆଇ ସ୍ମାରକୀ

ନୂଆଦିଲ୍ଲୀ, ୩।୮: ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ଅଧୀନରେ ସଂରକ୍ଷିତ ସମସ୍ତ ସ୍ମାରକରେ ଅଗଷ୍ଟ ୫ରୁ ଅଗଷ୍ଟ ୧୫ ମଧ୍ୟରେ ପ୍ରବେଶ ଶୁଳ୍କ ନିଆଯିବ ନାହିଁ। ଅର୍ଥାତ ଯେକୌଣସି ବ୍ୟକ୍ତି ମାଗଣାରେ ଏସବୁ…
Read More...

୬ ବରିଷ୍ଠ ଅଧିକାରୀଙ୍କୁ ଏସ୍ପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର, ୨।୮: ରାଜ୍ୟ ସରକାର ଆଜି ଓଡ଼ିଶା ପୁଲିସ ସେବାର ୬ଜଣ ବରିଷ୍ଠ ଅଫିସ୍‌ରଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ଦେବା ସହ ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାସହିତ ଭୁବନେଶ୍ୱର…
Read More...

ଦ୍ରୌପଦୀ ମୁର୍ମୁଙ୍କ ଆତ୍ମଜୀବନୀ ଲେଖିବେ ସାମ୍ବାଦିକ ସନ୍ଦୀପ ସାହୁ

ଭୁବନେଶ୍ୱର, ୨।୮: ସ୍ୱାଧୀନତାର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଜ ପ୍ରଥମ ଓଡ଼ିଆ ଓ କୌଣସି ଜନଜାତି ସମ୍ପ୍ରଦାୟର ପ୍ରଥମ ସଦସ୍ୟ ରୂପେ ଏହି ଅନନ୍ୟ ଗାରିମାର ଅଧିକାରିଣୀ ହୋଇଛନ୍ତି। ଅତ୍ୟନ୍ତ ପଛୁଆ ଅଞ୍ଚଳରେ ଜନ୍ମଗ୍ରହଣ…
Read More...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଗଠନ ହେଲା କମିଟି

ଭୁବନେଶ୍ୱର, ୧।୮: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତି କମିଟି ଗଠନ କରିଛନ୍ତି। ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିବା ବେଳେ ଏଥିରେ କଂଗ୍ରେସ ଓ ବିଜେପିର…
Read More...

ଶିକ୍ଷକତାକୁ ଚାକିରି ନୁହେଁ, ସଂକଳ୍ପ ଭାବେ ଗ୍ରହଣ କରି କାମ କରନ୍ତୁ: ନବୀନ

ଭୁବନେଶ୍ୱର, ୧।୮: ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ। ତେଣୁ ଶିକ୍ଷକତାକୁ ଏକ ଚାକିରି ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ। ମୋର ବିଶ୍ବାସ, ମୋ ଓଡିଶାର ପିଲାମାନଙ୍କ ଭବିଷ୍ୟତକୁ…
Read More...

ଆଗୁଆ ସରିଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର, ୧।୮: ଆଗୁଆ ସରିଲା ବିଧାନସଭାର ମୌସୁମୀ ଅଧିବେଶନ। ୩ ଦିନ ପୂର୍ବରୁ ଆଜି ଆଗୁଆ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି ବିଧାନସଭା। ଜୁଲାଇ ୨ରୁ ୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୋଟ…
Read More...