ଏଥର ବି ଐତିହାସିକ କଟକ ବାଲିଯାତ୍ରା ବନ୍ଦ

କଟକ, ୯।୧୧: ଏଥର ବି ହେବନି ଐତିହାସିକ କଟକ ବାଲିଯାତ୍ରା। କଟକର ଐତିହାସିକ ବାଲିଯାତ୍ରା ନକରିବାକୁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ। କୋଭିଡକୁ ଆଖି ଆଗରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ବାଲିଯାତ୍ରା ବନ୍ଦ…
Read More...

ନଭେମ୍ବର ୨୯ ତାରିଖରେ ସଂସଦ ଅଭିମୁଖେ ଯାତ୍ରା ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ, ୯।୧୧: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନେ ନଭେମ୍ବର ୨୯ ତାରିଖରେ ସଂସଦ ଅଭିମୁଖେ ଯାତ୍ରା କରିବେ ବୋଲି ସ୍ଥିର କରିଛନ୍ତି। ଦିଲ୍ଲୀ ସୀମାନ୍ତରେ କୃଷକମାନଙ୍କ…
Read More...

୧୧ ଓଡ଼ିଆ ପାଇଲେ ପଦ୍ମ ପୁରସ୍କାର

ଭୁବନେଶ୍ବର, ୮।୧୧: ଭାରତର ସୁନାମଧନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଆଜି ମିଳିଛି ପଦ୍ମ ପୁରସ୍କାର। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୦ର ସମସ୍ତ ବିଜେତାଙ୍କୁ ସମ୍ମାନିତ…
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ଯୋଜନାରେ ସାମିଲ ହେଲା କଳାହାଣ୍ଡି

ଭବାନୀପାଟଣା, ୮।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି।…
Read More...

ଆସନ୍ତା ୨୯ରୁ ସଂସଦ ଶୀତ ଅଧିବେଶନ

ନୂଆଦିଲ୍ଲୀ, ୮।୧୧ : ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୯ରୁ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ୨୦ଟି କାର୍ଯ୍ୟଦିବସ ରହିବ। ଏଥିପାଇଁ ରାଜନୈତିକ…
Read More...

ବିଜେଡିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ

ଭୁବନେଶ୍ବର, ୬।୧୧: ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ। ଗତ କିଛି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ପ୍ରଦୀପଙ୍କ ସହିତ ତାଙ୍କର ସମର୍ଥକମାନେ ମଧ୍ୟ…
Read More...

କମିଲା ବସ୍‌ ଭଡ଼ା, କିଲୋମିଟର ପିଛା କମିଲା ୫ ପଇସା

ଭୁବନେଶ୍ୱର, ୬।୧୧: ବସ୍‌ଯାତ୍ରୀଙ୍କ ପାଇଁ ଖୁସି ଖବର। ଡିଜେଲ୍ ଦର ହ୍ରାସ ପାଇବା ପରେ ରାଜ୍ୟ ପରିବହନ ବିଭାଗ ବସ୍‌ ଭଡ଼ା ହ୍ରାସ କରିଛି। ବସ୍ ଭଡ଼ା କିଲୋମିଟର ପିଛା ୫ ପଇସା ହ୍ରାସ ପାଇଛି। ସାଧାରଣ ଓ ଏକ୍ସପ୍ରେସ ବସ୍…
Read More...

ଜିଲ୍ଲାପରିଷଦ ଆସନ ଲାଗି ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ବର, ୫/୧୧: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପଞ୍ଚାୟତରାଜ ବିଭାଗ ତରଫରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଜିଲ୍ଲା ପରିଷଦ ଆସନ ଲାଗି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ପଞ୍ଚାୟତିରାଜ…
Read More...

ଆସନ୍ତା ୯ରେ ଓଡ଼ିଶା ଆସିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୫।୧୧: କୋଟିଆ ସୀମା ବିବାଦ ନେଇ  ଆସନ୍ତା ୯ ତାରିଖରେ ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ଏ ପ୍ରସଙ୍ଗରେ ଆଲୋଚନା କରିବେ। ଏହି…
Read More...