ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର, ୧୬।୮: ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି। ଚଳିତ ଥର ମଧ୍ୟ କରୋନା ଗାଇଡଲାଇନ୍ ମଧ୍ୟରେ ଗୃହକାର୍ଯ୍ୟ ପରିଚାଳିତ ହେବ। ବିଧାନସଭା…
Read More...

ଓଡ଼ିଶାର ଦୁଇ ସହିଦ ଯବାନଙ୍କୁ ‘ସୌର୍ୟ ଚକ୍ର ସମ୍ମାନ’

ଭୁବନେଶ୍ୱର,୧୫।୮: ଓଡ଼ିଶା ସ୍ପେଶାଲ ଅପରେସନ୍‌ ଗ୍ରୁପ୍‌ (ଏସ୍‌ଓଜି)ର ୨ଜଣ ସହିଦ ଯବାନଙ୍କୁ ମିଳିଛି ମରଣୋତ୍ତର ‘ସୌରୢ ଚକ୍ର ସମ୍ମାନ’। ଏହି ୨ ଯବାନ ହେଉଛନ୍ତି ଅନୁଗୁଳ ଜିଲ୍ଲା ଅଙ୍ଗପଡ଼ା ଗାଁର ସହିଦ ଦେବାଶିଷ ସେଠୀ ଓ…
Read More...

ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୫।୮: ଆଜି ୭୫ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି। ଦେଶକୁ ଆତ୍ମନିର୍ଭର କରିବା ପାଇଁ କ’ଣ ସବୁ ଦରକାର ସେ ବିଷୟରେ…
Read More...

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ

ଭୁବନେଶ୍ବର, ୧୪।୮: ଆଜି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳାଫଳ ଘୋଷଣା କରିଛନ୍ତି।…
Read More...

ଅଗଷ୍ଟ ୧୬ରୁ ପୁରୀ ସ୍ବର୍ଗଦ୍ବାରରେ ହୋଇପାରିବ ଶବସତ୍କାର

ପୁରୀ, ୧୪।୮ : ଏଣିକି ପୁରୀ ସ୍ବର୍ଗଦ୍ବାରରେ ହୋଇପାରିବ ଶବସତ୍କାର। ଦୀର୍ଘ ଦିନ ପରେ ପୁରୀ ସ୍ଵର୍ଗଦ୍ଵାରରୁ କଟକଣା ହଟିଛି। ସ୍ଵର୍ଗଦ୍ଵାରରେ ଶବସତ୍କାର ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ‌ଅଗଷ୍ଟ…
Read More...

ପଞ୍ଚାୟତ ନିର୍ବାଚନରେ ବିଜେଡି ଦେବ ୨୭% ଓବିସି ପ୍ରାର୍ଥୀ

ଭୁବନେଶ୍ବର,୧୩/୮ : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଅତି କମ୍‌ରେ ପଛୁଆ ବର୍ଗରୁ ୨୭% ପ୍ରାର୍ଥୀ ଦେବ ବୋଲି ଦଳ ଘୋଷଣା କରିଛି। ଦଳର ବରିଷ୍ଠ ନେତା ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ…
Read More...

ଭାରତ ବାୟୋଟେକ୍‌ର ନାଜାଲ ସ୍ପ୍ରେ ଟିକାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମତି

ନୂଆଦିଲ୍ଲୀ, ୧୩।୮: ଭାରତର ପ୍ରଥମ ନାଜାଲ ସ୍ପ୍ରେ କରୋନା ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ‘ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)’ ଅନୁମତି ଦେଇଛନ୍ତି । ଏହି ‘ଆଡୋନା ଭାଇରାଲ…
Read More...

ଜଗତସିଂହପୁରରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ତତ୍ପରତା

ଭୁବନେଶ୍ୱର, ୧୩।୮: ଜଗତସିଂହପୁର ହେଉଛି ଓଡିଶାର ବିକାଶର ମୁଖ୍ୟ ଦ୍ୱାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ…
Read More...