୧୬ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ, ୪।୮: ଭକ୍ତଙ୍କ ପାଇଁ ଖୁସି ଖବର। ପୁଣି ଦର୍ଶନ ଦେବେ ଜଗତର ନାଥ ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିର ଅଗଷ୍ଟ ୧୬ରୁ ଖୋଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖବର ମିଳିଛି। ଅଗଷ୍ଟ ମାସ ୧୬, ୧୭, ୧୮, ୧୯ ଓ ୨୦ରେ…
Read More...

ସମସ୍ତ ବିଦ୍ୟାଳୟରେ ଏନ୍‌ସିସି ତାଲିମ ବାଧ୍ୟତାମୂଳକ କରାଯିବ

ନୂଆଦିଲ୍ଲୀ, ୪।୮: ସେନା ତଥା ଅନ୍ୟାନ୍ୟ ସୁରକ୍ଷା ବାହିନୀ ପ୍ରତି ଯୁବକ ଯୁବତୀଙ୍କ ଆଗ୍ରହ ବଢ଼ାଇବା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସମସ୍ତ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ବାଧ୍ୟତାମୂଳକ…
Read More...

ଅଗଷ୍ଟ ୧୫ରେ ଲାଲ୍‌କିଲ୍ଲାରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବେ ଭାରତୀୟ ଅଲିମ୍ପିକ୍ ଟିମ୍

ନୂଆଦିଲ୍ଲୀ, ୩।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଶକ୍ତି ପ୍ରଦର୍ଶନ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ସୂଚନାନୁସାରେ,…
Read More...

ଦେଶର ୨୪ଟି ବିଶ୍ବବିଦ୍ୟାଳୟ ହେଉଛି ବେଆଇନ: ୟୁଜିସି

ନୂଆଦିଲ୍ଲୀ, ୩।୮: ଦେଶର ୨୪ଟି ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟକୁ ବେଆଇନ୍ ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)। ଏସବୁ ବିଶ୍ୱବିଦ୍ୟାଳୟ ୧୯୫୬ ମାନଦଣ୍ଡର ନିୟମ ଉଲଂଘନ କରିଥିବା କହିଛନ୍ତି କେନ୍ଦ୍ର…
Read More...

ପ୍ରକାଶ ପାଇଲା ସିବିଏସ୍ଇ‌ ଦଶମ ପରୀକ୍ଷା ଫଳ

ନୂଆଦିଲ୍ଲୀ, ୩।୮: ଆଜି ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍ ହାର ରହିଛି ୯୯.୦୪ ପ୍ରତିଶତ। ଏ ବର୍ଷ ୯୯.୨୪ ପ୍ରତିଶତ ଛାତ୍ରୀ ଓ ୯୮.୮୯ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି। ଛାତ୍ରଙ୍କ…
Read More...

ଅଗଷ୍ଟ ୧୧ରୁ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା

ଭୁବନେଶ୍ବର, ୨।୮ : ଏବେ ଚାଲିଥିବା ମାଟ୍ରିକ ଅଫଲାଇନ ପରୀକ୍ଷାର ଖାତା ଦେଖା ଆସନ୍ତା ଅଗଷ୍ଟ ୧୧ରୁ ଆରମ୍ଭ ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅଗଷ୍ଟ ୧୧ରୁ ଖାତା ଦେଖା ଆରମ୍ଭ…
Read More...

ଡିଜିଟାଲ୍‌ ପେମେଣ୍ଟ ପାଇଁ ଇଲେକ୍ଟ୍ରୋନିକ୍ ଭାଉଚର ଇ-ରୁପିକୁ ଲୋକାର୍ପଣ କଲେ ପ୍ରଧା୍ନମନ୍ତ୍ରୀ

ନୂଆଦିଲ୍ଲୀ, ୨।୮: ଡିଜିଟାଲ ପେମେଣ୍ଟ ପାଇଁ ଇଲେକ୍ଟ୍ରୋନିକ୍ ଭାଉଚର ଇ-ରୁପିକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ଲୋକାର୍ପିତ କରିଛନ୍ତି…
Read More...

ଚାକିରିରୁ ନିଲମ୍ବିତ ହେଲେ କୋଟିପତି ପିଏସ୍

ଭୁବନେଶ୍ବର, ୨।୮: ଚାକିରିରୁ ନିଲମ୍ବିତ ହେଲେ କୋଟିପତି ପିଏସ୍। ଗିରଫ ପରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନର (ଓଏସ୍‌ଏସ୍‌ସି) ସଦସ୍ୟଙ୍କ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ।…
Read More...

ଉଦ୍‌ଘାଟିତ ହେଲା ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ

ବ୍ରହ୍ମପୁର, ୧।୮: ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ରବିବାର ମଧ୍ୟାହ୍ନରେ ବିଧିବଦ୍ଧଭାବେ ଉଦ୍‌ଘାଟିତ ହୋଇଛି। ଦେଢ଼ ଶହ ବର୍ଷରୁ ଅଧିକ ପୁରାତନ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏହି ମାନ୍ୟତା ପ୍ରଦାନ ସହ ସେହି…
Read More...

୫ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର, ୧/୮: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ୫ ତାରିଖରୁ ଖୋଳିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ବ୍ୟାପିବା ପରେ ଦୀର୍ଘ ଦିନ ହେଲା ଭିତରକନିକା ଜାତୀୟ ଉଦ୍ୟାନକୁ ଦେଶ ବିଦେଶର…
Read More...