ଭୁବନେଶ୍ୱର ରେଲୱେ ଷ୍ଟେସନରେ ଲାଗିଲା ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଓ ପରିଚାଳନା ଆକସେସ୍ ସିଷ୍ଟମ୍ ସ୍ଥାପିତ

ଭୁବନେଶ୍ବର, ୨୨।୬: ରେଳଯାତ୍ରୀ ଓ ରେଳ କର୍ତ୍ତୃପକ୍ଷଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେଳ ଷ୍ଟେସନରେ ଗୋଟିଏ ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଓ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ସ୍ଥାପିତ ହୋଇଛି।…
Read More...

ସିବିଏସ୍ଇ ଓ ଆଇଏସସିଇ ଦ୍ୱାରା ପ୍ରସ୍ତାବିତ ମୂଲ୍ୟାଙ୍କନ ଯୋଜନାକୁ ସୁପ୍ରିମକୋର୍ଟଙ୍କ ଅନୁମୋଦନ

ନୂଆଦିଲ୍ଲୀ, ୨୨।୬: କରୋନା ଯୋଗୁଁ ନିୟମିତ ପରୀକ୍ଷା ବାତିଲ ହୋଇଥିବାରୁ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ସିବିଏସ୍ଇ ଓ ଆଇସିଏସ୍‌ଇ ଦ୍ୱାରା ପ୍ରସ୍ତାବିତ ଯୋଜନାକୁ ସୁପ୍ରିମକୋର୍ଟ…
Read More...

ଚଳିତ ବର୍ଷ ବି ବନ୍ଦ ହେଲା ଅମରନାଥ ଯାତ୍ରା, ଅନ୍‌ଲାଇନରେ ଭକ୍ତ କରିବେ ବାବାଙ୍କ ଦର୍ଶନ

ନୂଆଦିଲ୍ଲୀ ୨୧।୬: ଏଥର ବି ଅମରନାଥ ଯାତ୍ରାକୁ ବନ୍ଦ କରି ଦିଆଯାଇଛି। ଏହା ଫଳରେ ଅମରନାଥ ଯାତ୍ରାକୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କୁ ନିରାଶ ହେବାକୁ ପଡ଼ିଛି। କରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କାକୁ ଦେଖି ଅମରନାଥ…
Read More...

ଆଜିଠାରୁ ଆରମ୍ଭ ହେଲା ୟୁ-ଟ୍ୟୁବରେ ପାଠପଢ଼ା

ଭୁବନେଶ୍ୱର,୨୧।୬: ସୋମବାରଠାରୁ ୟୁ-ଟ୍ୟୁବ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧୀକରଣ(ଓସେପା) ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଜିଲ୍ଲା ସ୍ତରରେ…
Read More...

ଅନାଥ ପିଲାଙ୍କ ପାଇଁ ‘ଆଶୀର୍ବାଦ’ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୬ : ଅନାଥ ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୂଆ ଯୋଜନା ଘୋଷଣା କରିଛନ୍ତି। ଅନାଥ ପିଲାମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଆଶୀର୍ବାଦ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୨୦୨୦…
Read More...

ରାଜ୍ୟରେ ୧୫ ବରିଷ୍ଠ ଓଏଏସଙ୍କ ପଦୋନ୍ନତି

ଭୁବନେଶ୍ୱର, ୧୯।୬: ରାଜ୍ୟ ସରକାର ୧୫ଜଣ ବରିଷ୍ଠ ଓଏଏସ (ଓଡ଼ିଶା ପ୍ରଶାସନିକ ସେବା) ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ୬ ଜଣ ବରିଷ୍ଠ ଓଏଏସଙ୍କୁ ସ୍ୱତନ୍ତ୍ର ସଚିବ…
Read More...

ଜେଲ୍‌ରୁ ବାହାରିଲେ ଅଭୟ ପାଠକ, ୬ ମାସ ପରେ ମିଳିଲା ଜାମିନ୍

ଭୁବନେଶ୍ବର, ୧୮।୬:  ଜେଲରୁ ମୁକୁଳିଲେ ବହିଷ୍କୃତ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ। ୬ ମାସ ପରେ ଜାମିନ୍‌ ମିଳିବା ପରେ ଆଜି ଜେଲରୁ ମୁକୁଳିଛନ୍ତି ଅଭୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ…
Read More...

ହକି ଇଣ୍ଡିଆର ୟୁ-ଟର୍ଣ୍ଣ, ବିବାଦ ପରେ ଆଡ୍‌ହକ୍‌ କମିଟିର ଚେୟାରମ୍ୟାନ୍‌ ହେଲେ ଦିଲ୍ଲୀପ ତିର୍କୀ

ଭୁବନେଶ୍ବର, ୧୮/୬: ବହୁ ବାଦ ବିବାଦ ଓ ବିରୋଧ ପରେ ବଦଳିଲେ ହକି ଇଣ୍ଡିଆ ଆଡହକ୍‌ କମିଟିର ଚେୟାରମ୍ୟାନ୍। ପୂର୍ବତନ ହକି ତାରକା ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଏବେ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ ଭାବେ…
Read More...

୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କରୋନା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭।୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କରୋନା ସହାୟତା ଘୋଷଣା କରିଛନ୍ତି । ଏହାଦ୍ବାରା ଭୂମିହୀନ…
Read More...

କୋହଳ ହେଲା ଲକ୍‌ଡାଉନ୍ କଟକଣା, ଜୁଲାଇ ୧ ଯାଏ ଆଂଶିକ ଲକ୍ଡାଉନ୍

ଭୁବନେଶ୍ବର,୧୬।୬: ଆଉ ୨ ସପ୍ତାହ ବଢ଼ିଲା ଲକ୍‌ଡାଉନ୍‌ ଅବଦ୍ଧି। ଜୁନ୍‌ ୧୭ ତାରିଖ ସଂଧ୍ୟା ୫ଟାରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରୁଥିବା ବେଳେ ଜୁଲାଇ ୧ ତାରିଖ ଯାଏ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ବଳବତ୍ତର ରହିବ।…
Read More...