୨୭ ଓ ୨୮ ତାରିଖ ସଂଧ୍ୟା ୬ରୁ ସକାଳ ୬ ବନ୍ଦ ରହିବ ପେଟ୍ରୋଲ ପମ୍ପ

ଭୁବନେଶ୍ବର,୨୬।୫:ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ପ୍ରତିବାଦରେ  ରାଜ୍ୟରେ ୧୨ ଘଣ୍ଟା ବନ୍ଦ ରହିବ ପେଟ୍ରୋଲ ପମ୍ପ। ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଆସନ୍ତା  ୨୭ ଏବଂ ୨୮  ତାରିଖ…
Read More...

ସୋଆ ପ୍ରଫେସରଙ୍କ ଲିଖିତ ୩ ପୁସ୍ତକ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ୱର, ୨୬।୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରଫେସର ଶିଶିରକାନ୍ତ ବେହେରାଙ୍କ ଦ୍ୱାରା ଲିଖିତ ତିନୋଟି ପୁସ୍ତକକୁ ବୁଧବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନଠାରେ ଉନ୍ମୋଚିତ କରିଛନ୍ତି। ସୋଆ ପରିଚାଳିତ…
Read More...

ସମ୍ ବରିଷ୍ଠ ଅଧିକାରୀଙ୍କ ଉପସ୍ଥାପନା: ଆଇଆଇଏମ୍‌ଏମ୍‌ ଦ୍ୱାରା ମିଳିଲା ସ୍ୱୀକୃତି

ଭୁବନେଶ୍ୱର ୨୬।୫: ସମ୍‌ ଅଲ୍ଟିମେଟ ମେଡିକେୟାରର ମ୍ୟାଟେରିଆଲ୍‌ସ ମ୍ୟାନେଜମେଣ୍ଟ ବିଭାଗର ମୁଖ୍ୟ ଚଣ୍ଡୀଚରଣ ଭାରତୀଙ୍କ ଦ୍ୱାରା ‘ରୋଲ ଅଫ୍‌ ସପ୍ଲାଇ ଚେନ୍‌ ମ୍ୟାନେଜମେଂଟ ଫର୍‌ କ୍ୱାଲିଟି ପେସେଣ୍ଟ କେୟାର’ ଶୀର୍ଷକ…
Read More...

ଆଚାର୍ଯ୍ୟ ହରିହର କର୍କଟ ହସ୍‌ପିଟାଲରେ ଖୋଲିବ ଆଉ ୪ ବିଭାଗ

ଭୁବନେଶ୍ବର, ୨୬।୫: ରାଜ୍ୟର ପ୍ରମୁଖ କ୍ୟାନସର ହସ୍ପିଟାଲ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟ୍ (ଏଏଚପିଜିଆଇସି)ରେ ଆଉ ୪ଟି ନୂଆ ବିଭାଗ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।…
Read More...

କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକକୁ ଆଜୀବନ କାରାଦଣ୍ଡ, ୧୦ ଲକ୍ଷ ଟଙ୍କାର ଜରିମାନା

ଜମ୍ମୁ, ୨୫।୫: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକକୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗରେ ୟାସିନ୍‌ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଜି ତାଙ୍କ…
Read More...

ଶାଳ ବଣରେ ପିଜୁଳି ବୃକ୍ଷରୋପଣ ପଡ଼ିଲା ମହଙ୍ଗା

ଭୁବନେଶ୍ବର, ୨୫।୫: ପରିବେଶ ନିୟମକୁ ଉଲ୍ଲଘଂନ କରି ଶାଳ ଜଙ୍ଗଲରେ ପିଜୁଳି ଗଛ ଲଗାଇବା ରାଜ୍ୟ ସରକାରଙ୍କୁ ମହଙ୍ଗା ପଡ଼ିଛି। ଯାଜପୁର ଜିଲ୍ଲାର ସୁକିନ୍ଦା ତହସିଲ ଅନ୍ତର୍ଗତ ବୋତଳଣ୍ଡା ଓ କାରାଗୋଳାରେ ପ୍ରାୟ ୩୭୭.୮୩ ଏକର…
Read More...

ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ ‌ଦାଖଲ କରିବାକୁ ଏନ୍‌ଏଚ୍‌ଆର୍‌ସିଙ୍କ…

ଭୁବନେଶ୍ବର, ୨୫।୫: ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍‌ପିଟାଲର ହଷ୍ଟେଲ ଛାତରୁ ପଡ଼ି ଏମ୍‌ବିବିଏସ୍‌ ଛାତ୍ରଙ୍କ ମୃତ୍ୟୁ ଘଟଣା ନେଇ ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ମୁଖ୍ୟ ଶାସନ…
Read More...

ସଞ୍ଜୟ କୁମାରଙ୍କୁ ଅତିରିକ୍ତ ଡିଜି ଦାୟିତ୍ବ

ଭୁବନେଶ୍ବର, ୨୪।୫: କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିବା ପରେ ଓଡ଼ିଶା କ୍ୟାଡରର ୧୯୯୭ ବ୍ୟାଚ୍ ଆଇପିଏସ୍ ଅଫିସର ସଞ୍ଜୟ କୁମାରଙ୍କୁ ଅତିରିକ୍ତ ଡିଜି(ଆଧୁନିକୀକରଣ) ଭାବେ ଅବସ୍ଥାପିତ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ୧୨ରେ…
Read More...

ଓଏଏସସ୍ତର ଅଦଳବଦଳ

ଭୁବନେଶ୍ବର, ୨୪।୫: ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନରେ ସ୍ୱତନ୍ତ୍ର ସଚିବ ଥିବା ବରିଷ୍ଠ ଓଏଏସ୍ ରଘୁରାମ ଆର୍‌ ଆୟରଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା…
Read More...

ଏମ୍‌ସ ଭୁବନେଶ୍ୱର ଅଙ୍କୋଲୋଜି ବିଭାଗର ‌ଡେ’ କେୟାର ସେବା ଆରମ୍ଭ

ଭୁବନେଶ୍ବର, ୨୩।୫: ରାଜ୍ୟ ତଥା ରାଜ୍ୟ ବାହାରୁ କର୍କଟ ରୋଗୀଙ୍କ କେମୋଥେରାପି ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱର ଅଙ୍କୋଲୋଜି/ହେମାଟୋଲୋଜି ବିଭାଗର ମେଡିକାଲ ଅଙ୍କୋଲୋଜି ଡିଭିଜନ୍‌ ପକ୍ଷରୁ ଆଜି…
Read More...