୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ଵର, ୨୯।୫: ସମସ୍ତ କଳ୍ପନା ଜଳ୍ପନାର ଘଟାଇ ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ପୁଣି ରାଜ୍ୟସଭାକୁ ଯିବେ ସସ୍ମିତ ପାତ୍ର। ସେହିପରି ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି ବିଜେଡିର…
Read More...

ଜୁନ ୨ରୁ ପ୍ରଥମ ପର୍ଯ୍ୟାୟ, ଜୁନ ୧୩ରେ ଦ୍ବିତୀୟ ପର୍ଯ୍ୟାୟ +୨ ପରୀକ୍ଷା ଖାତା ମୂଲ୍ୟାୟନ

ଭୁବନେଶ୍ୱର ୨୮।୫: ଜୁନ୍ ୨ରୁ ଯୁକ୍ତ ୨ ଖାତା ମୂଲ୍ୟାୟନ ଆରମ୍ଭ ହେବ। ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍

ଭୁବନେଶ୍ବର, ୨୮।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲିଉଡ ଅଭିନେତା ସୋନୁ ସୁଦ୍ ଆଜି ଭେଟିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅଭିନେତା ସୋନୁ ସୁଦ୍‌ଙ୍କ ଏହି ସୌଜନ୍ୟମୂଳକ…
Read More...

ଆଇଡିଏସ୍‌ର ଡେଣ୍ଟାଲ ଫଟୋଗ୍ରାଫି କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ୱର, ୨୮।୫: ଡେଣ୍ଟାଲ ଫଟୋଗ୍ରାଫି ସମ୍ପର୍କରେ ଫ୍ୟାକଲ୍ଟି ମେମ୍ବର ଓ ପିଜି ଛାତ୍ରଛାତ୍ରୀଙ୍କ ଅଧିକ ଜ୍ଞାନ ଆହରଣ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍‌ସେସ୍…
Read More...

୮୦ ପ୍ରତିଶତ ଶିଶୁ ରକ୍ତ କର୍କଟ ରୋଗରୁ ସୁସ୍ଥ ହେଉଛନ୍ତି

ଭୁବନେଶ୍ୱର, ୨୭।୫: ରକ୍ତ କର୍କଟ ଭଳି ଜଟିଳ ରୋଗରୁ ସୁସ୍ଥ ହେଉଛନ୍ତି ଶିଶୁ। ଭାରତରେ ପ୍ରାୟ ୮୦ ପ୍ରତିଶତ ଶିଶୁ ଏଭଳି ମାରାତ୍ମକ ରୋଗରୁ ଆରୋଗ୍ୟ ଲାଭ କରୁଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ। ସୋଆ ପରିଚାଳିତ…
Read More...

ସୌରଶକ୍ତି ଦ୍ୱାରା ହିଁ ଜଳବାୟୁ ପରିବର୍ତନ ଜନିତ ସମସ୍ୟା ଦୂର ହୋଇ ପାରିବ: ସୋଲାରମ୍ୟାନ

ଭୁବନେଶ୍ୱର, ୨୭।୫ : ଜଳବାୟୁ ପରିବର୍ତନ ଯୋଗୁଁ ମାନବ ଜାତି ବର୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ପରିବେଶ ଓ ମଣିଷର ସ୍ୱାସ୍ଥ୍ୟ ଉପରେ ଏହାର ଅନେକ ପ୍ରଭାବ ପଡୁଛି। ତେବେ ଜଳବାୟୁ ପରିବର୍ତନ ନିମନ୍ତେ ମଣିଷ ନିଜେ…
Read More...

ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ

କଟକ,୨୭/୫ : ଅନୁଭବ ଓ ବର୍ଷା ପାରିବାରିକ ବିବାଦ ଉପରେ ହାଇକୋର୍ଟଙ୍କ କଡ଼ା ତାଗିଦ୍। ପରସ୍ପରକୁ ସୋସିଆଲ ମିଡିଆରେ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଜି ବର୍ଷାଙ୍କ ଆବେଦନର ଶୁଣାଣି କରି ଏହି…
Read More...

ଲଲାଟ ମୋହନ ପଟ୍ଟନାୟକ ପାଇବେ ଧର୍ମପଦ ପୁରସ୍କାର-୨୦୨୧

ଭୁବନେଶ୍ବର,୨୭।୫: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୧ ମସିହା ପାଇଁ ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି। ୨୦୨୧ ମସିହା ଧର୍ମପଦ ପୁରସ୍କାର ପାଇଁ ବିଶିଷ୍ଟ…
Read More...

ନନ୍ଦନକାନନରେ ଖୋଲିଲା ବହୁତଳ ପାର୍କିଂସ୍ଥଳ, ମୁଖ୍ୟମନ୍ତ୍ରୀ କଲେ ଉଦ୍‌ଘାଟନ

ଭୁବନେଶ୍ୱର, ୨୭/୫: ଆଉ ରହିବନି ପାର୍କିଂ ସମସ୍ୟା। ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଦିନକୁ ଦିନ ବଢୁଥିବା ଟ୍ରାଫିକ୍‌ ସମସ୍ୟା ଦୂର କରିବା ଉଦ୍ଦେଶ୍ୟରେ ନନ୍ଦନକାନନଠାରେ ଏକ ତିନିମହଲା ବିଶିଷ୍ଟ ଗାଡ଼ି ପାର୍କିଂସ୍ଥଳ…
Read More...

‘ମୋ ସରକାର’ରେ ସାମିଲ ହେଲା ଅର୍ଥ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ

ଭୁବନେଶ୍ବର, ୨୬।୫: ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ‘ମୋ ସରକାର’ ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ‘ମୋ ସରକାର’ ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା…
Read More...