ଡିସେମ୍ବରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିବେ ନାକ୍‌ ଟିମ୍

କଟକ,୧୫/୦୫: ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡିଏସନ୍‌ କାଉନସିଲ (ନାକ୍‌)ର ଏକ ପ୍ରତିନିଧି ଦଳ ଆସନ୍ତା ଡିସେମ୍ବରର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସିବେ । ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଏବଂ ଶିକ୍ଷା…
Read More...

ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲାଗସ୍ତରେ ମୁଖ୍ୟ ଶାସନ ସଚିବ

ସୁନ୍ଦରଗଡ଼, ୧୩।୫: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ସ୍ବତନ୍ତ୍ର ପ୍ରସ୍ତାବିତ ଓ ନିର୍ମାଣାଧୀନ ବୃହତ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ସେ…
Read More...

ମେ’ ୨୧ରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ

ଭୁବନେଶ୍ବର, ୧୩।୫: ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଖାତା ମୂଲ୍ୟାୟନ ପ୍ରକ୍ରିୟା। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଞ୍ଚିଛି। ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏହି ସୂଚନା…
Read More...

ମେ’ ୨୭ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ବର, ୧୩।୫: ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସୂଚନା…
Read More...

ଓଡ଼ିଶାର ୩ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ

ଭୁବନେଶ୍ବର, ୧୨।୫ : ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛଇ। ମେ ୨୪ ତାରିଖରେ ନିର୍ବାଚନ  ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ମେ ୩୧ ତାରିଖକୁ ନାମାଙ୍କନ ଦାଖଲ ଶେଷ ତାରିଖ ଭାବେ ଧାର୍ଯ୍ୟ…
Read More...

ସଙ୍କଟ ମଧ୍ୟରେ ଶପଥ ନେଲେ ଶ୍ରୀଲଙ୍କର ପ୍ରଧାନମନ୍ତ୍ରୀ

କଲମ୍ବୋ, ୧୨।୫: ଶ୍ରୀଲଙ୍କା ସଙ୍କଟ ଭିତରେ ଦେଶରେ ନିଯୁକ୍ତ ହୋଇଛନ୍ତି ନୂଆ ପ୍ରଧାନମନ୍ତ୍ରୀ। ଘୋର ଆର୍ଥିକ ବିପର୍ଯ୍ୟୟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାରେ ରାନିଲ ବିକ୍ରମସିଂଘେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…
Read More...

ଏଣିକି ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ପାଠ

ଭୁବନେଶ୍ବର, ୧୨।୫: ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା କୋର୍ସ ସ୍ଥାନ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠ୍ୟକ୍ରମ ପ୍ରସ୍ତୁତି କରାଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ…
Read More...

ଦେଶଦ୍ରୋହ ଆଇନ ଉପରେ ରହିତାଦେଶ ଆଣିଲେ ସୁପ୍ରିମକୋର୍ଟ

ଭୁବନେଶ୍ବର, ୧୧।୫: ଦେଶଦ୍ରୋହ ସହିତ ଜଡ଼ିତ ଥିବା ଧାରା ୧୨୪(ଏ) ଅନୁଯାୟୀ ଏଣିକି ଯଦି କୌଣସି ନୂତନ ମାମଲା ରୁଜୁ ହୁଏ ବା କାହାରିକି ଗିରଫ କରାଯାଏ, ତେବେ ପ୍ରଭାବିତ ବ୍ୟକ୍ତି ଜାମିନ ପାଇଁ ଅଦାଲତଙ୍କ ନିକଟକୁ…
Read More...

ସମ୍ବିତ ପାତ୍ରଙ୍କ ଗାଡ଼ିକୁ ଟମାଟୋ ଓ କାଳିମାଡ଼

ଭୁବନେଶ୍ବର, ୧୧।୫: ବିଜେପି ରାଷ୍ଟ୍ରୀୟ ମୁଖପ‌ାତ୍ର ସମ୍ବିତ ପାତ୍ର ଆଜି ପୁରୀଗସ୍ତରେ ଆସିଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଟମାଟୋ ଓ କାଳିମାଡ଼ କରାଯାଇଛି। ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ିକୁ କାଳିମାଡ଼…
Read More...

ଆସନ୍ତାକାଲି ସକାଳେ କାକିନାଡ଼ାରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଅସାନି’

ଭୁବନେଶ୍ବର, ୧୦।୫: ଭୀଷଣ ବାତ୍ୟା ‘ଅସାନି’ ଏବେ ଉପକୂଳମୁହାଁ ହୋଇଛି। ଆସନ୍ତାକାଲି ସକାଳେ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ବିଶାଖାପାଟଣା ନିକଟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ…
Read More...