ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ

ଭୁବନେଶ୍ବର, ୧।୫: ବରିଷ୍ଠ ବିଜେପି ନେତା ତଥା ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି। ତିଳେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଆଜି ଦେବଗଡ଼ ଥାନା ପୁଲିସ୍ ଗିରଫ କରିଛି।…
Read More...

ବଦଳି ହେଲେ ୯ ଓଏଏସ୍ ଅଧିକାରୀ

ଭୁବନେଶ୍ବର, ୩୦।୪: ରାଜ୍ୟ ସରକାର ଆଜି ଓଏଏସ୍‌ ଅଧିକାରୀସ୍ତରରେ ବଦଳି କରିଛନ୍ତି। ମୋଟ ୯ ଜଣ ଓଏଏସ୍ ଅଧିକାରୀଙ୍କ ବଦଳି ହୋଇଛି। ଦୀର୍ଘ ବର୍ଷ ଧରି ପ୍ରସ୍ତାବିତ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟକୁ…
Read More...

ମେ’ ୨ରୁ ୬ଟାରୁ ୯ଟା ସକାଳୁଆ ସ୍କୁଲ

ଭୁବନେଶ୍ବର, ୩୦।୪: ରାଜ୍ୟରେ ସକାଳୁଆ ସ୍କୁଲ୍ ସମୟରେ ପରିବର୍ତ୍ତନ କରାଯାଇଛି। ମେ’ ୨ ତାରିଖରୁ ପିଲାମାନେ ସକାଳ ୬ଟାରୁ ୯ଟା ସ୍କୁଲ୍‌କୁ ଯିବେ। ପୂର୍ବରୁ ସରକାର ଏନେଇ ଘୋଷଣା କରିଥିବା ବେଳେ ଆଜି ବିଦ୍ୟାଳୟ ଓ…
Read More...

ଅଭୟ ପାଠକଙ୍କ ସମ୍ପତ୍ତି ଜବତ କଲା ଇଡି

ଭୁବନେଶ୍ୱର, ୨୯।୪: ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି। ରାଜ୍ୟରେ ବୃକ୍ଷରୋପଣ ଓ ବନୀକରଣ କାର୍ଯ୍ୟକ୍ରମରେ ଦୁର୍ନୀତି…
Read More...

ଏସ୍‌ସିବି ଓପିଡିରେ ମେ’ରୁ ଅନ୍‌ଲାଇନ୍ ଟିକେଟ୍ ବ୍ୟବସ୍ଥା

ଭୁବନେଶ୍ବର, ୨୯।୪: କଟକ ବଡ଼ ଡାକ୍ତରଖାନା ଓପିଡିରେ ଲାଗୁ ହେବ ଅନ୍‌ଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା। ଏହାଦ୍ୱାରା ରୋଗୀମାନେ ଅନ୍‌ଲାଇନ୍‌ରେ ଟିକେଟ୍ କରି ତା’ର ପ୍ରିଣ୍ଟ ନେଇ ଓପିଡିକୁ ଆସିପାରିବେ। ଫଳରେ ସେମାନଙ୍କୁ ଆଉ…
Read More...

ଆଇପିଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର, ୨୯।୪: ଆଇପିଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକ୍ରିୟାରେ ବଦଳିଛନ୍ତି କଟକ ଓ ଭୁବନେଶ୍ୱର ଡିସିପି। କଟକ ଡିସିପି ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ…
Read More...

କାଲିଠାରୁ ୫ ଦିନିଆ ଦିଲ୍ଲୀଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୮।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲିଠୁ ୫ ଦିନିଆ ନୂଆଦିଲ୍ଲୀଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ଦିନିକିଆ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।…
Read More...

୭ ଦିନ ପାଇଁ ଜେଲ୍‌ରୁ ମୁକୁଳିଲେ ଚିଲିକା ବିଧାୟକ

ଟାଙ୍ଗି, ୨୭।୪: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବୁଧବାର ଜେଲରୁ ମୁକୁଳିଛନ୍ତି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ସବ୍-ଜେଲରୁ ମୁକୁଳିଛନ୍ତି। ବିଧାୟକଙ୍କୁ ହାଇକୋର୍ଟ ମାତ୍ର ୭ ଦିନ ଅର୍ଥାତ ଏକ ସପ୍ତାହ ପାଇଁ…
Read More...

ନୀଳମାଧବ ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର,୨୭।୪: କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି। ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ…
Read More...

ମେ’ ୨ ଯାଏ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ବର, ୨୭।୪: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ମେ’ ୨ ତାରିଖ ଯାଏ ସମସ୍ତ ବୈଷୟିକ ଅନୁଷ୍ଠାନଗୁଡ଼ିକୁ ବନ୍ଦ…
Read More...