ଜୈସ-ଏ-ମହମ୍ମଦର କମାଣ୍ଡର ଆତଙ୍କବାଦୀ ସଜ୍ଜାଦ ଅଫ୍‌ଗାନୀ ନିହତ

ଜମ୍ମୁ କଶ୍ମୀର, ୧୫।୦୩ : ଜମ୍ମୁ-କଶ୍ମୀରର ସୋପିଆଁରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ଜାରିରହିଛି। ଆଜିକୁ ତିନି ଦିନ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଜୈସ-ଏ-ମହମ୍ମଦର କମାଣ୍ଡର ଆତଙ୍କବାଦୀ…
Read More...

ହୋଲ୍ଡିଂ ଟ୍ରାକ୍ସ ଦିଅ: ନହେଲେ ସିଲ୍‌ ହେବ ଘର

ଭୁବନେଶ୍ବର, ୧୪।୩: ହୋଲ୍ଡିଂ ଟ୍ୟାକ୍ସ ଦିଅ। ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘର ସିଲ୍ କରି ଦିଆଯିବ। ରାଜଧାନୀରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ବିଭିନ୍ନ ବର୍ଗରୁ ଜୋରଦାର ବିରୋଧ କରାଯାଉଥିବା ବେଳେ…
Read More...

ସତର୍କ ରହିଲେ ଲକ୍‌ଡାଉନ୍‌ ପରିସ୍ଥିତି ଉପୁଜିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୪।୩: ‘ଲକ୍‌ଡାଉନ୍ ସମୟର କଷ୍ଟ ଆମ ସ୍ମୃତିରେ ଏବେ ବି ତାଜା ଅଛି। ଆମର ଅର୍ଥନୀତି, ଆମର ସାମାଜିକ ଜୀବନ ଓ ପିଲାମାନଙ୍କ ପାଠପଢ଼ା- ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି। ଆପଣମାନଙ୍କ ତ୍ୟାଗ…
Read More...

ଆଉ ନାହାନ୍ତି ରାଜ୍ୟ ଅଭିଲେଖାଗାରର ପୂର୍ବତନ ଅଧୀକ୍ଷକ ଦେବରାଜ ପ୍ରଧାନ

ଭୁବନେଶ୍ବର, ୧୨।୩: ବିଶିଷ୍ଟ ପ୍ରତ୍ନତତ୍ତ୍ବବିତ, ଐତିହାସିକ ତଥା ରାଜ୍ୟ ଅଭିଲେଖାଗାରର ପୂର୍ବତନ ଅଧୀକ୍ଷକ ଦେବରାଜ ପ୍ରଧାନ ଆଉ ନାହାଁନ୍ତି। ଶୁକ୍ରବାର ପୂର୍ବାହ୍ନରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…
Read More...

କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଘୋଷଣା

ଭୁବନେଶ୍ବର, ୧୨।୩: କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଆଜି ଘୋଷଣା ହୋଇଛି। ଓଡ଼ିଆ ଭାଷାରେ ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ନାୟକ ‘ବାଲ୍‌ ସାହିତ୍ୟ ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି। ଏଥିସହ ଯୁବ…
Read More...

ରାଜ୍ୟର ଜଙ୍ଗଲରେ ୧୦୪୮ଟି ସ୍ଥାନରେ ନିଆଁ

ଭୁବନେଶ୍ବର, ୧୧।୩: ବର୍ଷା ସତ୍ତ୍ୱେ ଶିମିଳିପାଳ ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପ ଅଂଚଳର ୫ଟି ସ୍ଥାନରେ ନିଆଁ ଜଳୁଛି। ସେହିପରି ସମଗ୍ର ରାଜ୍ୟର ବିଭିନ୍ନ ଜଙ୍ଗଲରେ ୧୦୪୮ଟି ସ୍ଥାନରେ ନିଆଁ ଜଳୁଥିବା ନେଇ ସାଟେଲାଇଟ୍…
Read More...

ରାତି ୧୦ଟା ପୂର୍ବରୁ ଉଠିଲା ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ବର, ୧୧।୩: ରାତି ୧୦ଟା ପୂର୍ବରୁ ଉଠିଲା ଲିଙ୍ଗରାଜଙ୍କ ମହାଦୀପ। ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ରାତି ୧୦ଟାରେ ଉଠିବାର କାର୍ଯ୍ୟକ୍ରମ ଥିଲା। ତା’ପୂର୍ବରୁ ଉଠିଛି ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ।…
Read More...

୧୦୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ପାରାଦୀପ ପ୍ଲାଷ୍ଟିକ ପାର୍କ

ପାରାଦୀପ ପ୍ଲାଷ୍ଟିକ୍‌ ପାର୍କର ବିକାଶ ପାଇଁ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ…
Read More...

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ, ୯।୩: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟାଙ୍କୁ ଭେଟି ସେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏକ ସାମ୍ବାଦିକ…
Read More...

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ: ଗୌତମ ଦାସ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ. ୮।୩: ଜେଇଇ ମେନ୍ ପେପର-୧ (ବି.ଇ ଓ ବି-ଟେକ୍‌)) ରେଜଲ୍ଟ ଆଜି ପ୍ରକାଶ ପାଇଛି। ୨୦୨୧ ଫେବୃଆରୀ ୨୩ରୁ ୨୬ ଯାଏ ହୋଇଥିବା ପ୍ରଥମ ସେସନର ରେଜଲ୍ଟ ପ୍ରକାଶ ପାଇଛି। ଏନ୍‌ଟିଏ ପକ୍ଷରୁ ଆଜି ସନ୍ଧ୍ୟାରେ ରେଜଲ୍ଟ…
Read More...