ନୂଆ ‌ବର୍ଷରୁ ଖୋଲିବ ସ୍କୁଲ ଓ କଲେଜ!

ଭୁବନେଶ୍ବର, ୧୦।୧୨: ନୂଆବର୍ଷରୁ ଖୋଲିପାରେ ସ୍କୁଲ ଓ କଲେଜ। ଏନେଇ ନୂଆ ଆଶା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ଖୁବଶୀଘ୍ର ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ୟୁଜି ଓ ପିଜି ସେମିଷ୍ଟର ଘୁଞ୍ଚିବ । ୭୦ରୁ ୮୦ ଦିନ…
Read More...

ନୂତନ ସଂସଦ ଭବନର ଭୂମି ପୂଜନ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ: ଚଳିତ ମାସରେ ହିଁ ଆରମ୍ଭ ହେବ ନିର୍ମାଣ…

ନୂଆଦିଲ୍ଲୀ, ୧୦।୧୨: ଆଜି ନୂତନ ସଂସଦ ଭବନର ଭୂମି ପୂଜନ ଆରମ୍ଭ ‌ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଭୂମିପୂଜନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସର୍ବଧର୍ମ ପ୍ରାର୍ଥନା ସଭା…
Read More...

ରାଜ୍ୟର ୫ ସ୍ଥାନରେ ଉଦ୍ଘାଟିତ ହେଲା ଇକୋ ରିଟ୍ରିଟ୍

ଭୁବନେଶ୍ବର, ୯।୧୨: ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ଓ ଅବସର ବିନୋଦନ ପାଇଁ  ରାଜ୍ୟର ୫ଟି ସ୍ଥାନରେ ଆଜି ଇକୋ ରିଟ୍ରିଟ୍‌ର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭିଡିଓ କନ୍‌ଫରେନସିଂ ଜରିଆରେ…
Read More...

କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତି: ଖୁବ୍‌ ଶୀଘ୍ର ଆସୁଛି ପିଏମ୍‌ ୱାଇ-ଫାଇ ଯୋଜନା

ନୂଆଦିଲ୍ଲୀ,୯।୧୨: ଦେଶରେ ଇଣ୍ଟରନେଟ୍ ସେବାକୁ ମଜବୁତ କରିବା ଓ ଏହାକୁ ସମସ୍ତଙ୍କ ନିକଟରେ ପହଁଞ୍ଚାଇବା ଦିଗରେ ମୋଦି ସରକାର ନେଇଛନ୍ତି ବଡ ପଦକ୍ଷେପ। ସରକାର ପବ୍ଲିକ୍ ଓ୍ବାଇ-ଫାଇ ଲଞ୍ଚ କରିବାର ନିଷ୍ପତ୍ତି ନେଇଛନ୍ତି।…
Read More...

ତେଜୁଛି ଚାଷୀ ଆନ୍ଦୋଳନ: କେନ୍ଦ୍ର ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ ଚାଷୀ

ଭୁବନେଶ୍ବର, ୯।୧୨: କେନ୍ଦ୍ର ସରକାର ହେଇଥିବା ୨୦ ପୃଷ୍ଠା ସମ୍ବଳିତ ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ କୃଷକ ସଂଗଠନ। କ୍ରାନ୍ତକାରୀ କିଷାନ ୟୁନିୟନର ସଭାପତି ଦର୍ଶନ ପାଲ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା…
Read More...

ନାବାଳକ ସ୍କୁଟି ଚାଳକଙ୍କୁ ୨୬ ହଜାର ତଣ୍ଡ

ଭୁବନେଶ୍ବର, ୯।୧୨: ନାବାଳକଙ୍କୁ ବିନା ହେଲ୍‌ମେଟ୍‌ରେ ସ୍କୁଟି ଚଲାଇବା ପଡ଼ିଛି ମହଙ୍ଗା। ଟ୍ରାଫିକ୍‌ ପୁଲିସ ୨୬ ହଜାର ଟଙ୍କାର ମୋଟା ଅଙ୍କର ଫାଇନ୍‌ କାଟିଛି। ଭୁବନେଶ୍ବର ଖଣ୍ଡଗିରି ଛକରେ ବିନା ହେଲ୍‌ମେଟ୍‌ରେ ସ୍କୁଟି…
Read More...

ଜେଲ୍‌ରେ ଜୁଲମ୍‌ କରୁଛନ୍ତି ପ୍ରଦୀପ ! ନାକେଦମ୍ ହେଲେଣି ଜେଲ୍‌ କର୍ମଚାରୀ

ଭୁବନେଶ୍ବର,୮/୧୨ : ବିଭିନ୍ନ ସଙ୍ଗୀନ୍ ମାମଲାରେ ଛନ୍ଦି ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପାଞ୍ଚ ଦିନ ହେଲା‌ ଝାରପଡ଼ା ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି। ସବୁବେଳେ ଅୟସ୍‌ ଆରାମରେ ଜୀବନ ବିତାଉଥିବା…
Read More...

ବ୍ରିଟେନ୍‌ରେ ଆରମ୍ଭ ହେଲା ଟିକାକରଣ: ଫାଇଜର୍‌ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଲେ ୯୦ ବର୍ଷୀୟ ବୃଦ୍ଧା

ଭୁବନେଶ୍ବର, ୮।୧୨: ବ୍ରିଟେନରେ ଆଜି ଟିକାକରଣ ଆରମ୍ଭ ହୋଇଯାଇଛି। ବିଶ୍ୱର ପ୍ରଥମ କୋଭିଡ୍ ଟିକା ଭାବେ ଫାଇଜର କଂପାନୀର ଟିକାକୁ ବ୍ରିଟେନ ଅନୁମତି ଦେବା ପରେ ଏହାର ସାମୂହିକ ଟିକାକରଣ ଆରମ୍ଭ ହୋଇଛି । ଆଉ ଏହାର ପ୍ରଥମ…
Read More...

ଆଉ କିଛି ସପ୍ତାହରେ କରୋନା ଟିକା: ୨୫୦ ଟଙ୍କାରେ ମିଳିବ କି ଟିକା!

ଭୁବନେଶ୍ବର, ୮।୧୨: ଆସନ୍ତା କିଛି ସପ୍ତାହରେ କରୋନା ଟିକାକୁ ମିଳିପାରେ ଅନୁମତି। ଜରୁରୀକାଳିନ ବ୍ୟବହାର ପାଇଁ କୋଭିଡ୍‌ ଟିକାକୁ ଏହି ଅନୁମତି ମିଳିବ। ଡ୍ରଗ୍‌ସ୍‌ କଣ୍ଟ୍ରୋଲ ଜେନେରାଲ୍‌ ଅଫ୍‌ ଇଣ୍ଡିଆ(ଡିସିଜିଆଇ)ରେ…
Read More...

ଓଡ଼ିଶାର ଜନଜୀବନ ଠପ୍‌

ଭୁବନେଶ୍ବର,୮/୧୨ : କେନ୍ଦ୍ର ସରକାରଙ୍କ ତିନିଟି କୃଷି ଆଇନ ରଦ୍ଦ କରିବା ଦାବିରେ ମଙ୍ଗଳବାର ଦିନ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ମଙ୍ଗଳବାର ଦିନ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ତାହାର ପ୍ରଭାବ ଓଡ଼ିଶାରେ ପଡ଼ିଛି।…
Read More...