କୋହଳ ହେଲା ବିମାନ ଚଳାଚଳ କଟକଣା, ୧୮ରୁ ହଟିବ କଟକଣା

ନୂଆଦିଲ୍ଲୀ, ୧୨।୧୦: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛି। କରୋନା ମହାମାରୀ ଯୋଗୁ ବିମାନରେ ଯାତ୍ରୀ ଚଳାଚଳକୁ ନେଇ ଥିବା କଟକଣାକୁ ହଟାଇ ଦେଇଛି…
Read More...

ଛୋଟ ପିଲାଙ୍କୁ ଦିଆଯାଇପାରିବ କୋଭାକ୍ସିନ୍‌ର ଦୁଇ ଡୋଜ୍‌: ମିଳିଲା ଅନୁମତି

ନୂଆଦିଲ୍ଲୀ, ୧୨।୧୦: ଜାୟଡସ୍‌ କାଡିଲା ପରେ ଛୋଟ ପିଲାଙ୍କୁ କରୋନା ବିରୋଧରେ ଟିକାକରଣ ପାଇଁ କୋଭାକ୍ସିନକୁ ଅନୁମତି ମିଳିଛି। ଆଜି ୨ରୁ ୧୮ ବର୍ଷ ବୟସ ବର୍ଗରେ ଥିବା ପିଲାମାନଙ୍କୁ କୋଭାକ୍ସିନ ଟିକାର ଡୋଜ୍‌ ଦେବାକୁ…
Read More...

ରାଜ୍ୟ କ୍ୟାବିନେଟ୍‌ରେ ୧୭ ପ୍ରସ୍ତାବ ମଞ୍ଜୁର

ଭୁବନେଶ୍ବର, ୧୧।୧୦: ରାଜ୍ୟର ୪ଟି ଜିଲ୍ଲାରେ ପ୍ରାୟ ୧୨୮୦କୋଟି ଟଙ୍କାର ମେଗା ଗ୍ରାମ୍ୟ ପାନୀୟ ଜଳଯୋଗାଣର ଚୂଡ଼ାନ୍ତ ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାସହିତ ରାଜ୍ୟ କ୍ୟାବିନେଟରେ ମୋଟ ୧୭ଟି…
Read More...

୩ ଅର୍ଥନୀତିଜ୍ଞ ମିଳିତ ଭାବେ ପାଇବେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ, ୧୧।୧୦ : ଅର୍ଥନୀତି କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ଆଜି ଘୋଷଣା ହୋଇଛି ନୋବେଲ ପୁରସ୍କାର। ୩ ଅର୍ଥନୀତିଜ୍ଞ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ। ଡେଭିଡ୍‌ କାର୍ଡ, ଜୋସୁଆ ଡି ଆଙ୍ଗ୍ରିଷ୍ଟ, ଗାଇଡୋ…
Read More...

ସମ୍ ହସ୍ପିଟାଲ୍‌ରେ ଆର୍ଥରାଇଟିସ୍ ରୋଗ ନିମନ୍ତେ ଅତ୍ୟାଧୁନିକ ରିମାଟୋଲୋଜି କେନ୍ଦ୍ର ପ୍ରସ୍ତାବ

ଭୁବନେଶ୍ୱର, ୧୧/୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରାଯିବା ସହ ଏ ଦିଗରେ…
Read More...

୧୧ ତାରିଖ ଯାଏ ଆର୍ଯ୍ୟନ ଖାନଙ୍କୁ ରିମାଣ୍ଡରେ ନେବାକୁ ଏନ୍‌ସିବିର ଆବେଦନ

ମୁମ୍ବାଇ, ୭।୧୦: ନିଷିଦ୍ଧ ନିଶା କାରବାରରେ ଫସିଥିବା ବଲିଉଡ୍‌ ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଆଜି ପୁଣି ଥରେ ମୁମ୍ବାଇ କୋର୍ଟରେ ହାଜର କରାଯାଇଛି। ଆଜି ଆର୍ଯ୍ୟନ୍‌ ଖାନ୍‌ଙ୍କ ସମେତ ଅନ୍ୟ…
Read More...

ଲଖିମପୁର ଖେରୀ ହିଂସା ଘଟଣା

ଲକ୍ଷ୍ନୌ, ୭।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ପୁଅଙ୍କ ନାମରେ ପୁଲିସ ଜାରି କଲା ଲୁକ୍‌ଆଉଟ୍‌ ନୋଟିସ। ଖୁବ୍‌ଶୀଘ୍ର ଗିରଫ ହୋଇପାରନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପୁଅ। …
Read More...

ଶିଶୁର ଛାତିରୁ ୫୦୦ ଗ୍ରାମ୍‌ର ଟ୍ୟୁମର୍ ବାହାର କଲେ ସମ୍ ସର୍ଜନ

ଭୁବନେଶ୍ୱର, ୭/୧୦: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନମାନେ ୨୧ ମାସର ଶିଶୁର ଛାତିରୁ ୫୦୦ ଗ୍ରାମ ଓଜନର ଏକ ବଡ ଟ୍ୟୁମର ବାହାର କରିବାରେ ସଫଳ  ହୋଇଛନ୍ତି। ସାଢ଼େ ୮ କେଜି…
Read More...

ସମ୍ମମ୍‌ରେ ପେଟ-ସିଟି ସ୍କାନ ସେବାକୁ ବର୍ଷେ ପୂରିଲା

ଭୁବନେଶ୍ୱର, ୫।୧୦: ସମ୍ ଅଲ୍ଟିମେଟ୍ ମେଡିକେୟାରର ନ୍ୟୁକ୍ଲିୟର୍ ମେଡିସିନ୍ ବିଭାଗ ଓ ଏହାର ଉଚ୍ଚ କ୍ଷମତା ସମ୍ପନ୍ନ ପେଟ୍‌-ସିଟି ସ୍କାନ୍ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ଏକ ବର୍ଷ ପୂରଣ କରିଛି।…
Read More...

ପ୍ରଧାନଶିକ୍ଷକ ପଦକୁ ପଦୋନ୍ନତି ପାଇଥିବା ଶିକ୍ଷକଙ୍କୁ ୮ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର, ୫।୧୦: ଗତ ଅଗଷ୍ଟରେ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର କଡ଼ା ନିର୍ଦ୍ଦେଶ। ଅକ୍ଟୋବର ୮ ତାରିଖ ସୁଦ୍ଧା ନୂତନ ସ୍ଥାନରେ କାର୍ଯ୍ୟରେ ଯୋଗ ନ ଦେଲେ…
Read More...