ରାଜ୍ୟରେ ‌ଏବେ ହେବନି ୟୁଜି ପିଜି ପରୀକ୍ଷା

ଭୁବନେଶ୍ବର, ୭।୧୨: କରୋନା ମହାମାରୀ ସମୟରେ ୟୁଜି ପିଜି ପରୀକ୍ଷା ହେବ ନାହିଁ। ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ,…
Read More...

ଦ୍ବିତୀୟ ଥର ପାଇଁ ଖାରଜ ହେଲା ପ୍ରଦୀପଙ୍କ ଜାମିନ

ଭୁବନେଶ୍ବର, ୭।୧୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ପ୍ରଦୀପଙ୍କ ଜାମିନ ଆବେଦନ ଖାରଜ କଲେ ଖୋର୍ଦ୍ଧା ଏଡିଜେ କୋର୍ଟ-୩ । ତେବେ ଜାମିନ ନେଇ ଗୋପାଳପୁର ବିଧାୟକଙ୍କୁ…
Read More...

ମଙ୍ଗଳବାର ଭାରତ ବନ୍ଦ

ଭୁବନେଶ୍ବର,୭/୧୨ : କେନ୍ଦ୍ର ସରକାରଙ୍କ ତିନିଟି କୃଷି ଆଇନ ରଦ୍ଦ କରିବା ଦାବିରେ ମଙ୍ଗଳବାର ଦିନ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ମଙ୍ଗଳବାର ଦିନ ଭାରତ ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ, ସିପିଆଇ ସମେତ ଦେଶର ୧୮ଟି…
Read More...

ଆସନ୍ତାକାଲି ସବୁ ସରକାରୀ ଅଫିସ ବନ୍ଦ

ଭୁବନେଶ୍ୱର, ୭।୧୨: ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଅଫିସ୍‌ ବନ୍ଦ ରହିବ। ଭାରତ ବନ୍ଦ ପରିପ୍ରେକ୍ଷୀରେ ଆଜି ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଉଲ୍ଲେଖନୀୟ, କରୋନା ମାହାମାରୀର ପ୍ରକୋପ ସଂପୂର୍ଣ୍ଣ ଭାବେ…
Read More...

ଦିଲ୍ଲୀ ପୁଲିସର ଏନ୍‌କାଉଣ୍ଟର୍‌: ଗିରଫ୍ ହେଲେ ୫ ସନ୍ଦିଗ୍ଧ ଆତଙ୍କବାଦୀ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ଶକରପୁରରେ ଆତଙ୍କବାଦୀଙ୍କ ସହିତ ପୁଲିସର ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…
Read More...

ଏକାମ୍ର କ୍ଷେତ୍ର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ପାଣ୍ଡିଆନ: ଦୋକାନୀଙ୍କ ଥଇଥାନ୍‌ ଓ ବିକଳ୍ପ ରାସ୍ତା ଉନ୍ନତୀକରଣ…

ଭୁବନେଶ୍ବର, ୭।୧୨: ଆଜି ସକାଳୁ ସକାଳୁ ଏକାମ୍ର କ୍ଷେତ୍ରଗସ୍ତ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ଏକାମ୍ର କ୍ଷେତ୍ର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ବୁଲି ବୁଲି ଦେଖିବା ସହ ଏହାର ସମୀକ୍ଷା କରିଛନ୍ତି। ଏଥିସହ ସେ ଏନେଇ…
Read More...

ଆଉ ନାହାନ୍ତି ସୁର ବାବା: ଦୀର୍ଘ ଦିନର ଅସୁସ୍ଥତା ପରେ ଗତ କାଲି ରାତିରେ ପରଲୋକ

ଭୁବନେଶ୍ବର, ୭।୧୨: ଆଉ ନାହାନ୍ତି ବିବାଦୀୟ ସୁର ବାବା। ଭୁବନେଶ୍ୱର ଉପକଣ୍ଠ ଝିଂଟି ଶାସନର ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ଗତକଲି ରାତିରେ ଦେହାନ୍ତ ହୋଇଛି। ଦୀର୍ଘ ଦୀନ…
Read More...

ଚୀନ୍‌ ପ୍ରସ୍ତୁତ କରୁଛି ‘ସୁପର ସୋଲ୍ଜର’: ଜିନ୍‌ ଏଡିଟିଂ ଦ୍ବାରା ହେବ ଶକ୍ତିଶାଳୀ ସୈନ୍ୟବାହିନୀ

ଆମେରିକା, ୬।୧୨: ବିସ୍ତାରବାଦୀ ଚିନ୍ତାଧାରା ରଖୁଥିବା ଚୀନ୍‌ ଏବେ ‘ସୁପର ସୋଲ୍‌ଜର୍’ ପ୍ରସ୍ତୁତ କରୁଛି। ସୀମା ବିବାଦ ଓ ଚୀନ୍‌ର ଯୁଦ୍ଧଖୋର ମନୋବୃତି ନେଇ ଭାରତ ଓ ଆମେରିକା ସହ ସବୁବେଳେ ଚୀନ୍‌ର ଯୁଦ୍ଧ ପରିସ୍ଥିତି…
Read More...

ନିର୍ମାଣ ହେବ ନୂଆ ସଂସଦ ଭବନ: ଖର୍ଚ୍ଚ ହେବ ୯୭୧ କୋଟି

ନୂଆଦିଲ୍ଲୀ, ୬।୧୨: ନିର୍ମାଣ ହେବ ନୂଆ ସଂସଦ ଭବନ। ଆସନ୍ତା ୧୦ ତାରିଖରେ ଭିତିପ୍ରସ୍ତର ଏହାର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ମାସରୁ ହିଁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ। ୨୦୨୨…
Read More...

୯୦ ପ୍ରତିଶତ ନଷ୍ଟ ଫୁସ୍‌ଫୁସ୍‌କୁ ଇକ୍‌ମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର

ଭୁବନେଶ୍ୱର, ୦୫।୧୨ : କୋଭିଡ୍‌-୧୯ ସଂକ୍ରମିତ ହେଲେ ଅନେକ କ୍ଷେତ୍ରରେ ସଂକ୍ରମିତଙ୍କ ଫୁସ୍‌ଫୁସ୍ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛି । କେତେକ କ୍ଷେତ୍ରରେ ଫୁସ୍‌ଫୁସ୍ ନଷ୍ଟ ହେବା ଦ୍ୱାରା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ…
Read More...