ହାଇଦର ଫେରାର୍‌ ମାମଲାରେ ୩ ଗିରଫ

କଟକ, ୧୭।୪: କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ୨ ଜଣ ଯୁବକ ଓ ଜଣେ ଯୁବତୀ ଗିରଫ ହୋଇଛନ୍ତି। ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଯୁବତୀ ବାଲେଶ୍ୱର ଭୋଗରାଇ…
Read More...

୭ ଦିନିଆ ରିମାଣ୍ଡରେ ହାଇଦର

କଟକ, ୧୬/ ୪: ୭ ଦିନିଆ ରିମାଣ୍ଡରେ ଯିବ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଏନେଇ କଟକ ପୁଲିସକୁ ଅନୁମତି ଦେଇଛନ୍ତି ଜେଏମ୍‌ଏଫ୍‌ସି। ଶୁକ୍ରବାର ହାଇଦରକୁ କୋର୍ଟରେ ହାଜର କରିଥିଲା କଟକ ପୁଲିସ। ହାଇଦରକୁ ୧୦ ଦିନିଆ…
Read More...

କାଲିଠାରୁ ସାରା ଓଡ଼ିଶାରେ ନାଇଟ୍‌ କଫ୍ୟୁ

ଭୁବନେଶ୍ୱର ୧୫/୪: ରାଜ୍ୟକୁ ପୁଣି ଫେରିଲା କୋଭିଡ୍ କଟକଣା । ରାଜ୍ୟରେ କାଲିଠୁ ନାଇଟ୍ କର୍ଫ୍ୟୁ କଟକଣା ଲାଗିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସଂକ୍ରମଣ ଦେଖି…
Read More...

ଏବେ ହେବନି ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର, ୧୫।୪: ଚଳିତ ବର୍ଷ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ବୃଦ୍ଧି…
Read More...

ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ଭୁବନେଶ୍ୱର ୧୪।୪: ସ୍ଥଗିତ ହେଲା ପିପିଲି ଉପନିର୍ବାଚନ। ୧୭ରେ ହେବାର ଥିଲା ପିପିଲିରେ ଭୋଟ୍ ଗ୍ରହଣ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ରହିଛି ଉପନିର୍ବାଚନ । କଂଗ୍ରେସ ପ୍ରାର୍ଥୀ ଅଜିତ…
Read More...

ପିପିଲି ନିର୍ବାଚନର କଂଗ୍ରେସ ପାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ବର, ୧୪।୪: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିଛି। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏନେଇ ଆପୋଲୋ ଲୋକ ସଂପର୍କ ଅଧିକାରୀ…
Read More...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୩ ଶିକ୍ଷକ ନିଲମ୍ବିତ

ଭୁବନେଶ୍ବର, ୧୧।୪: ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରଶ୍ନପତ୍ର ଲିକ୍ ଘଟଣାରେ ୩ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଅବହେଳା…
Read More...

ଟିକା ଅଭାବରୁ ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ବର, ୧୧।୪: ମହାମାରୀ କରୋନା ଭୂତାଣୁ ଏବେ କାୟା ମେଲି ଚାଲିଥିବା ବେଳେ ରାଜ୍ୟରେ ଟିକା ଅଭାବ ପରିସ୍ଥିତି ସୃଷ୍ଟି ହେଲାଣି। ଟିକା ଅଭାବରୁ ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ। ପରିବାର କଲ୍ୟାଣ…
Read More...

ଛତିଶଗଡ଼ରୁ ଓଡ଼ିଶା ଟ୍ରେନ୍‌ ଚଳାଚଳ ପାଇଁ ଲାଗିବନି କଟକଣା

ଭୁବନେଶ୍ବର, ୧୦।୪: ଛତିଶଗଡ଼ ଦେଇ ଓଡ଼ିଶା ଆସୁଥିବା ସମସ୍ତ ଯାତ୍ରୀବାହୀ ଟ୍ରେନର ଚଳପ୍ରଚଳ ଉପରେ କଟକଣା ଜାରି ପାଇଁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କରିଥିବା ଦାବିକୁ ରେଳବାଇ ବୋର୍ଡ ପ୍ରତ୍ୟାଖ୍ୟାନ କରିଦେଇଛି।…
Read More...

ପୁଲିସ୍‌କୁ ଚକ୍‌ମା ଦେଇ ଗ୍ୟାଙ୍ଗଷ୍ଟାର୍‌ ଟିଟୋ ଫେରାର୍‌

କଟକ, ୧୦।୪: କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ ସେକ୍‌ ହାଇଦର୍‌ ଆଜି ପୁଲିସ୍‌ ଆଖିରେ ଧୂଳି ଦେଇ ଫେରାର୍‌ ହେବାରେ ସଫଳ ହୋଇଛି। ଏସ୍‌ସିବି ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ସେ ଫେରାର୍‌…
Read More...