ଏବେ ବନ୍ଦ ହେବ ନାହିଁ ଉତ୍କଳ ବିଶ୍ବ ବିଦ୍ୟାଳୟ ହଷ୍ଟେଲ

ଭୁବନେଶ୍ବର, ୯/ ୪: ଏବେ ବନ୍ଦ ହେବ ନାହିଁ ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲ। ଆଗକୁ ସ୍ଥିତି ସଙ୍ଗୀନ ହେଲେ ଏନେଇ ବିଚାର କରାଯିବ। କିନ୍ତୁ ଏବେ ପିଲାମାନଙ୍କ ଶିକ୍ଷା ଓ ଭବିଷ୍ୟତ ଦୃଷ୍ଟିରୁ ହଷ୍ଟେଲଗୁଡ଼ିକ ଖୋଲା ରହିବ…
Read More...

ଆଜିଠୁ ୧୪ ଦିନ ମାସ୍କ ଅଭିଯାନ: ମାସ୍କ ନ ପିନ୍ଧିଲେ ୨ ଗୁଣା ତଣ୍ଡ

ଭୁବନେଶ୍ବର, ୯।୪: ଆଜିଠୁ ୧୪ ଦିନ ପର୍ଯ୍ୟନ୍ତ ଆରମ୍ଭ ହେଲା ମାସ୍କ ଅଭିଯ‌ାନ। ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ମାସ୍କ ନ ପିନ୍ଧିଲେ ଦୁଇ ଗୁଣା ତଣ୍ଡ ଗଣିବାକୁ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଟିଟିଲାଗଡ଼ ରେଳ ଓଭରବ୍ରିଜ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୯।୪: ଆଜି ଟିଟିଲାଗଡ଼ର ୧୦୪୨ ମିଟର ଦୀର୍ଘ ଏକ ରେଲ ଓଭରବ୍ରିଜ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ଏଥିପାଇଁ ୭୧.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।…
Read More...

ସମସ୍ତ କଲେଜ ବନ୍ଦ କରିବାକୁ ବିଏମ୍‌ସିର ନିର୍ଦ୍ଦେଶ

ଭୁବନେଶ୍ବର, ୭।୪: ରାଜଧାନୀ ଭୁବନେଶ୍ୱରରେ ଗତ ଏକ ମାସ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ଗୁଣ ବୃଦ୍ଧି ପାଇଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଆଜି ରାଜଧାନୀର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ…
Read More...

ଆସନ୍ତାକାଲିଠାରୁ ନବମ, ଏକାଦଶ କ୍ଲାସ ବନ୍ଦ

ଭୁବନେଶ୍ବର, ୭।୪: ଆସନ୍ତାକାଲିଠାରୁ ନବମ ଓ ଏକାଦଶ ଶ୍ରେଣୀରେ ପାଠପଢ଼ା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିର୍ଦ୍ଦେଶନାମା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ପାଇଁ ଉଦ୍ଦିଷ୍ଟ।…
Read More...

୮ରେ କୋଟିଆରେ ହେବନି ନିର୍ବାଚନ

ଜୟପୁର, ୬/୪: କୋଟିଆରେ ଆନ୍ଧ୍ରର ନିର୍ବାଚନ ଉପରେ ଅମରାବତୀ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଆସନ୍ତା ୮ ତାରିଖରେ କୋଟିଆରେ ହେବନି ଆନ୍ଧ୍ରର ନିର୍ବାଚନ। ଆନ୍ଧ୍ରର ଜିଲ୍ଲା ପରିଷଦ ଓ ମଣ୍ଡଳ ନିର୍ବାଚନ ଉପରେ…
Read More...

ଭୁବନେଶ୍ବର ତରୁ ଆପାର୍ଟମେଣ୍ଟ ସିଲ୍‌

ଭୁବନେଶ୍ବର, ୬।୪: ଭୁବନେଶ୍ୱରରେ ଆପାର୍ଟମେଣ୍ଟ ସିଲ୍‌ କଲା ବିଏମ୍‌ସି । ଟଙ୍କପାଣି ରୋଡ୍‌ସ୍ଥିତ ତରୁ ଆପାର୍ଟମେଣ୍ଟକୁ ସିଲ୍‌ କରିଛନ୍ତି ବିଏମ୍‌ସି କର୍ତୃପକ୍ଷ। ତରୁ ଆପାର୍ଟମେଣ୍ଟରେ କରୋନାର ଅନେକ ମାମଲା ସାମ୍ନାକୁ…
Read More...

ଫୋକସ୍‌ରେ ପଶ୍ଚିମ ଓଡ଼ିଶା: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର, ୬।୪: ରାଜ୍ୟରେ କୋଭିଡ୍ ସଂକ୍ରମଣ କ୍ରମାଗତ ବୃଦ୍ଧି ପାଇ ଆଜି ୬୦୦ରେ ପହଂଚିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲାଗୁଡ଼ିକରେ…
Read More...

ପୁଣି ଫେରିଛି କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌, ରାଜ୍ୟର ୩ ସ୍ଥାନରେ କଟକଣା ଜାରି

ଭୁବନେଶ୍ବର, ୩।୪: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ ସ୍ଥିତିକୁ ଦେଖି ପୁଣି ଥରେ ଆରମ୍ଭ ହେଲା  କଣ୍ଟେନମେଣ୍ଟ ଜୋନ୍।  କଳାହାଣ୍ଡି ଜିଲ୍ଲା  ବୃନ୍ଦାବାହାଳ ପଞ୍ଚାୟତ ଲିମସେର ଗାଁକୁ କଣ୍ଟେନମେଣ୍ଟ ଜୋନ…
Read More...

ଜଳବାୟୁ ସମ୍ମିଳନୀକୁ ବାଇଡେନ୍‌ଙ୍କ ମୋଦିଙ୍କୁ ନିମନ୍ତ୍ରଣ: ଡକା ହେଲେନି ପାକିସ୍ଥାନ ପ୍ରଧାନମନ୍ତ୍ରୀ

  ନୂଆଦିଲ୍ଲୀ, ୩।୪: ଚଳିତ ମାସ ୨୨ ଓ ୨୩ ତାରିଖରେ ଆୟୋଜିତ ହେବାକୁ ଥିବା ଭର୍ଚୁଆଲ ଜଳବାୟୁ ସମ୍ମିଳନୀରେ ଭାଗ ନେବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ…
Read More...