ମେ’ ୧୫ ଯାଏ ଜଗା ଦର୍ଶନ ବନ୍ଦ

ପୁରୀ, ୨୪।୪ : ଆସନ୍ତା ମେ’ ୧୫ ତାରିଖ ଯାଏ ବନ୍ଦ ହେଲା ଜଗା ଦର୍ଶନ। ପୁରୀରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଶ୍ରୀମନ୍ଦିରରେ କୋଭିଡ କଟକଣା ମଧ୍ୟରେ ସମସ୍ତ…
Read More...

ମର୍ଣ୍ଣିଂ ୱାକ୍‌ ଓ ସାଇକେଲିଂ ପାଇଁ ଘଣ୍ଟାଏ କୋହଳ ହେଲା ସଟ୍‌ଡାଉନ୍‌ ନିୟମ

ଭୁବନେଶ୍ୱର, ୨୩।୪: ସଟ୍‌ଡାଉନ୍‌ ସମୟରେ ସହରିଆ ନିଜ ପ୍ରାତଃଭ୍ରମଣରେ ଯାଇପାରିବେ। ଖାଲି ସେତିକି ନୁହେଁ ସାଇକେଲିଂ ମଧ୍ୟ ଏହି ସମୟରେ କରିହେବ। ଏଥିପାଇଁ ଏସ୍‌ଆର୍‌ସି ସଟ୍‌ଡାଉନ୍‌ ସମୟରେ ସକାଳ ୫ଟା ରୁ ୬ଟା ୧ ଘଣ୍ଟା…
Read More...

ଜଳପଥରେ ଓଡ଼ିଶା ପ୍ରବେଶ ଉପରେ ଲାଗିଲା ରୋକ୍‌

ଭୁବନେଶ୍ଵର, ୨୩/୦୪ : ବାହାର ରାଜ୍ୟରୁ ଜଳପଥରେ ଓଡ଼ିଶାରେ ପ୍ରବେଶ ଉପରେ ଲାଗିଲା ପ୍ରତିବନ୍ଧକ। ଜଳପଥ ଦେଇ ପ୍ରବାସୀ ଓଡ଼ିଶା ମଧ୍ୟକୁ ପ୍ରବେଶ କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଜଳପଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା…
Read More...

ମାତ୍ର ୩୦ ହଜାର ଟଙ୍କା ପାଇଁ ଅଦିନରେ ଚାଲିଯାଇଥିଲା ଝରାଫୁଲର ଜୀବନ

ଭୁବନେଶ୍ବର, ୨୨।୪: ମାତ୍ର ୩୦ ହଜାର ଟଙ୍କା ପାଇଁ ଅଦିନରେ ଝରି ଯାଇଥିଲା ଝରାଫୁଲର ଜୀବନ। ବହୁଚର୍ଚ୍ଚିତ ରମାଦେବୀ ମହାବିଦ୍ୟାଳୟର ଛାତ୍ରୀ ଝରାପୁଲର ହତ୍ୟା ମାମଲାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ପଦାକୁ ଆସିଛି।…
Read More...

ଯୁକ୍ତ ୨ ପରୀକ୍ଷା ବାତିଲ ପ୍ରସଙ୍ଗ, ଜୁନ୍‌ରେ ସ୍ଥିତି ଦେଖି ନିଷ୍ପତ୍ତି ହେବ: ଏବେ ପାଠପଢ଼ାରେ ମନ ଦିଅନ୍ତୁ…

ଭୁବନେଶ୍ବର, ୨୨।୪: କରୋନା ସଂକ୍ରମଣକୁ ଦେଖି ମାଟ୍ରିକ ପରୀକ୍ଷାକୁ ବାତିଲ କରି ଦିଆଯାଇଥିବା ବେଳେ ଏବେ ଯୁକ୍ତ ୨ ପରୀକ୍ଷା ବାତିଲ ଦାବି କରିଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷା ବାତିଲ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ…
Read More...

କାଲିଠାରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ବର, ୨୦।୪: କରୋନାର ୨ୟ ଲହରୀ ତାହାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କୋଭିଡ୍‌ର ୨ୟ ଲହର ପ୍ରକୋପକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏକ ବଡ…
Read More...

୨୮ ତାରିଖକୁ ଘୁଞ୍ଚିଲା ଆସିଷ୍ଟାଣ୍ଟ୍ ସର୍ଜନ ନିଯୁକ୍ତି ପରୀକ୍ଷା

ଭୁବନେଶ୍ବର, ୨୦।୪: ରାଜ୍ୟରେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାପ୍ତାହିକ ସଟଡାଉନ୍ ଘୋଷଣା କରିଥିବାରୁ ଆସନ୍ତା ୨୫ ତାରିଖ ରବିବାର ହେବାକୁ ଥିବା ଆସିଷ୍ଟାଣ୍ଟ ସର୍ଜନ(ମେଡିକାଲ ଅଫସ୍‌ର) ପଦବୀ ପାଇଁ…
Read More...

ରାଜ୍ୟର ସବୁ ସହରରେ ସପ୍ତାହନ୍ତ ସଟ୍‌ଡାଉନ୍ କଡ଼ାକଡ଼ି ହେବ କରୋନା କଟକଣା ସବୁ ଦିନେ ନାଇଟ୍‌ କର୍ଫ୍ୟୁ ଜାରି ରହିବ…

ଭୁବନେଶ୍ବର,୧୯/୪: କରୋନା କଟକଣାକୁ ରାଜ୍ୟ ସରକାର ଆହୁରି କଠୋର କରିଛନ୍ତି। ଚଳିତ ସପ୍ତାହରୁ ସାରା ରାଜ୍ୟର ସବୁ ସହରରେ ସପ୍ତାହନ୍ତ ସଟ୍‌ଡାଉନ୍‌ ହେବ। ସବୁ ଶନିବାର ଓ ରବିବାର ସହରଗୁଡ଼ିକ ବନ୍ଦ ରହିବ। ଅନ୍ୟ…
Read More...

କରୋନା ରୋଗୀଙ୍କ ପାଇଁ ରେଳ ମନ୍ତ୍ରାଳୟର ୮୦୦ଟି ବେଡର ବ୍ୟବସ୍ଥା

ନୂଆଦିଲ୍ଲୀ, ୧୮।୪: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ଚିକିତ୍ସା ପାଇଁ ବେଡ୍‌ର ଅଭାବ ପରିଲିକ୍ଷିତ ହୋଇଛି। ଏହାକୁ ନଜରରେ ରଖି ରେଳ ମନ୍ତ୍ରାଳୟ ୮୦୦ଟି ବେଡର ବ୍ୟବସ୍ଥା କରିଛି। ରେଳ…
Read More...

ଟିକା ଅଭାବରୁ ହଜା‌ର କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ବର, ୧୮।୪ : ରାଜ୍ୟରେ ଟିକା ଅଭାବରୁ ଟିକାକରଣ ବାଧାପ୍ରାପ୍ତ ହୋଇଛି। ଟିକା ଅଭାବରୁ ୮ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏପରିକି ଟିକା ଅଭାବରୁ ରାଜ୍ୟରେ ପାଖାପାଖି ୧୦୦୦ଟି କେନ୍ଦ୍ର ବନ୍ଦ…
Read More...