ଆଜି ରାତିରେ ନାଇଟ୍‌ କଫ୍ୟୁ: ୧୦ଟା ଭିତରେ ଘରକୁ ଫେରିବାକୁ ତାଗିଦ୍

ଭୁବନେଶ୍ବର ୩୧।୧୨ : ଜିରୋ ଆ‌ୱାର୍‌ରେ ଲାଗିଲା କଫ୍ୟୁ। ଆଜି ରାତି ୧୦ଟାରୁ ସକାଳ ୫ଟା ଯାଏ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟ ଲାଗୁ ହେବ। ରାତି ୧୦ ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ। ଏନେଇ  ଟ୍ବିଟ୍‌ କରି ସୂଚନା…
Read More...

ନିରବି ଗଲେ ଶାନ୍ତନୁ ମହାପାତ୍ର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

ଭୁବନେଶ୍ବର, ୩୦।୧୨: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ଆଚାର୍ଯ୍ୟ ଆଉ ନାହାନ୍ତି। ଗତକାଲି ସାଢ଼େ ୧ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି। ରବିବାର ଦିନ ରାତିରେ ତାଙ୍କୁ ଭୁବନେଶ୍ବରସ୍ଥିତ…
Read More...

ଜାରି ହେଲା ଜାନୁଆରି ଗାଇଡ୍‌ଲାଇନ: ଖୋଲିବ ସିନେମା ହଲ୍‌, ପ୍ରେକ୍ଷାଳୟ

ଭୁବନେଶ୍ବର, ୩୦।୧୨: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ରାଜ୍ୟ ସରକାର ଜାନୁୟାରି ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି। ସିନେମା ହଲଗୁଡ଼ିକ ୫୦ ପ୍ରତିଶତ କ୍ଷମତା ସହ ଚାଲିବାକୁ…
Read More...

ଏଡିଜି ପାହ୍ୟାକୁ ବୋଥ୍ରାଙ୍କ ପଦୋନ୍ନତି

ଭୁବନେଶ୍ବର, ୨୯।୧୨: ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ପଦୋନ୍ନତି ହୋଇଛି। ୧୯୯୬ ବ୍ୟାଚ୍‌ର ଆଇପିଏସ୍‌ ବୋଥ୍ରାଙ୍କୁ ଆଇଜିରୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ୮ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ୨୦୨୧…
Read More...

ସରକାରୀ ସ୍କୁଲରେ ପଢ଼ିଲେ ଡାକ୍ତରୀ, ଇଞ୍ଜିନିୟରିଂ ପଢ଼ାରେ ମିଳିବ ସଂରକ୍ଷଣ!

ଭୁବନେଶ୍ୱର, ୨୮।୧୨: ସରକାରୀ ବିଦ୍ୟାଳୟରେ ପଢିଲେ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢାରେ ମିଳିବ ସଂରକ୍ଷଣ। ଏହି ସଂରକ୍ଷଣ ପାଇଁ କ୍ୟାବିନେଟ୍‌ ସଂକଳ୍ପ ନିଆଯାଇଛି। ଓଡ଼ିଆ ମାଧ୍ୟମରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି…
Read More...

ଏଣେତେଣେ ଅଳିଆ ପକାଇଲେ ରଦ୍ଦ ହେବ ଟ୍ରେଡ୍ ଲାଇସେନ୍ସ: ବିଏମ୍‌ସିର କଡ୍ଡା ପଦକ୍ଷେପ

ଭୁବନେଶ୍ବର, ୨୮।୧୨: ଏଣିକି ଅଳିଆ ଆବର୍ଜନା ପକାଇ ରାସ୍ତାକୁ ଅପରିଷ୍କାର କରୁଥିବା ଦୋକାନୀଙ୍କୁ ଆଉ ନସ୍ତାର ନାହିଁ। ଏପରି ଦୋକାନୀ ନଜରକୁ ଆସିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଏଥର ଖାଲି ଜରିମାନା ନୁହେଁ ଟ୍ରେଡ୍‌…
Read More...

ହଠାତ୍‌ ଅସୁସ୍ଥ ହୋଇ ଆପୋଲୋରେ ଭର୍ତି ହେଲେ ନରସିଂହ ମିଶ୍ର

ଭୁବନେଶ୍ବର, ୨୮।୧୨: ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ସିବିଆଇ ଅଫିସ…
Read More...

ଶୈବପୀଠରେ ଆରମ୍ଭ ହେଲା ଶିବ ଦର୍ଶନ: ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର, ୨୭।୧୨: ଶୈବ ପୀଠରେ ଶିବଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ଦୀର୍ଘ ୯ ମାସର ବ୍ୟବଧାନ ପରେ ପ୍ରଭୁଙ୍କ ଦର୍ଶନ ପାଇଛି। କାରଣ ଦୀର୍ଘ ୯ ମାସ ପରେ ଆଜି ଖୋଲିଛି ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ…
Read More...

ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଖେଳିଲେ ମହିଳା କାର୍ଡ, ମା’ ଆଗେଇଲେ ଦେଶ ବଢ଼ିବ

ଭୁବନେଶ୍ବର ୨୬।୧୨: ବିଜେଡିର ଆଜି ଥିଲା ପ୍ରତିଷ୍ଠା ଦିବସ। ଏହି ଅବରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଥିଲେ, ‘କଥାରେ ନୁହେଁ କାମରେ ବିଶ୍ବାସ କରେ ବିଜେଡି। ନିର୍ବାଚନ…
Read More...

ବ୍ରିଟେନ୍‌ରୁ ଫେରିଥିବା ୪ ବର୍ଷର ଛୁଆ କରୋନା ପଜିଟିଭ୍

ଭୁବନେଶ୍ବର, ୨୫।୧୨: ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗତ ୨୦ ତାରିଖରେ ବାପା ମାଆଙ୍କ ସହ ଏହି ୪ ବର୍ଷର ଶିଶୁ ବ୍ରିଟେନ୍‌ରୁ ଭୁବନେଶ୍ୱର ଫେରିଥିଲେ। ସମସ୍ତଙ୍କର କରୋନା…
Read More...