ନୌଶେରା ସେକ୍ଟରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି: ଜବାନଙ୍କ ସହ ପାଳିବେ ଦୀପାବଳି

ଜମ୍ମୁକଶ୍ମୀର, ୪।୧୧: ପ୍ରତିବର୍ଷ ଭଳି ଏଥର ମଧ୍ୟ ଆଜି ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସୈନିକମାନଙ୍କ ସହ ଦୀପାବଳି ପାଳନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରର ରାଜୌରୀ…
Read More...

ପୁଣି କମିଲା ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ୱର, ୪।୧୧: ପୁଣି କମିଲା ପେଟ୍ରୋଲ ଡିଜେଲ୍‌ ଦର। ୩ ଟଙ୍କା ଭାଟ୍‌ ହ୍ରାସ କରିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ମଧ୍ୟରାତ୍ରୀରୁ ଏହି ଦର ଲାଗୁ ହେବ। ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ ଉପରୁ…
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କ ପାରିଶ୍ରମିକରେ ୨୫% ବୃଦ୍ଧି

ଭୁବନେଶ୍ବର, ୩।୧୧: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ…
Read More...

ପେଟ୍ରୋଲ ଉପରୁ ୫ ଓ ଡିଜେଲରୁ ୧୦ ଟଙ୍କା ହ୍ରାସ ପାଇଲା ଉତ୍ପାଦ ଶୁଳ୍କ

ନୂଆଦିଲ୍ଲୀ, ୩।୧୧: ଦୀପାବଳିର ଦିନକ ପୂର୍ବରୁ ଭାରତ ସରକାର ଲୋକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଉତ୍ପାଦ ଶୁଳ୍କ ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ହ୍ରାସ କରାଯାଇଛି। ଏହା ଫଳରେ ଦେଶରେ ତେଲଦର…
Read More...

ମିଠା ଦୋକାନରେ ବିଏମ୍‌ସିର ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢ଼ାଉ

ଭୁବନେଶ୍ୱର, ୩।୧୧: ଆଜି ପୂର୍ବାହ୍ନରେ ଭୁବନେଶ୍ୱରର ବିଭିନ୍ନ ମିଷ୍ଟାନ୍ନ ଭଣ୍ଡାରକୁ ଖାଦ୍ୟ ଯାଞ୍ଚ ସ୍କ୍ୱାର୍ଡ ବୁଲି ଦେଖିଛନ୍ତି। ଦୀପାବଳି ଆସିଲେ ମିଠାର ଚାହିଦା ଅହେତୁକ ଭାବେ ବଢ଼ିଯାଏ। ଆଉ ମିଠା ବ୍ୟବସାୟୀମାନେ…
Read More...

ଆସନ୍ତା ୧୨ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ

ଭୁବନେଶ୍ଵର, ୧।୧୧: ଆସନ୍ତା ୧୨ରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ମମିତା ମେହେର ହତ୍ୟା ଘଟଣାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କର ଓ ଖୋଦ ମୁଖ୍ୟମନ୍ତ୍ରୀଙ୍କର ଭୂମିକାକୁ ତୀବ୍ର…
Read More...

ବାଣ ଫୁଟାକୁ ନେଇ ଗାଇଡ୍‌ଲାଇନ୍‌ ଜାରି କଲେ ଏସ୍‌ଆର୍‌ସି, କେବଳ ସବୁଜ ବାଣକୁ ଅନୁମତି

ଭୁବନେଶ୍ବର, ୧।୧୧: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଏକ ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର(ଏସ୍‌ଆର୍‌ସି)। ନୂଆ ନିୟମ ଅନୁସାରେ ଦୀପାବଳିରେ କେବଳ ପରିବେଶ ଅନୁକୂଳ ବାଣ ବା ସବୁଜ…
Read More...

ଦୀପାବଳି ପରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର, ୩୧।୧୦: ଦେଢ଼ ବର୍ଷ ପରେ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଶିକ୍ଷାର୍ଥୀ। ଦୀପାବଳି ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ସ୍କୁଲ ଖୋଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାରବିମର୍ଶ କରୁଛି।…
Read More...

ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବର ଆସିଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର, ୩୧।୧୦: ମନ୍ତ୍ରୀ ପ୍ରତାପ ଜେନା ଆଜି ଅପରାହ୍ନରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଁଚିବା ପରେ ତାଙ୍କର ଚିକିତ୍ସା…
Read More...

ବିବାହ, ବ୍ରତ କଟକଣା କୋହଳ କଲା ବିଏମ୍‌ସି

ଭୁବନେଶ୍ବର, ୩୦।୧୦: ଆଗକୁ ବିବାହ ଋତୁ ଆସୁଥିବା ବେଳେ ରାଜଧାନୀବାସୀଙ୍କୁ ମିଳିଛି ଖୁସି ଖବର। ରାଜ୍ୟ ଓ ରାଜଧାନୀରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଥିବା ବେଳେ ବିଏମ୍‌ସି ଏବେ କିଛି ନିୟମ କୋହଳ କରିଛି। କୋଭିଡକୁ…
Read More...