ଗୋଟିଏ ସପ୍ତାହରେ ୩ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୩।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ୍ ଜିଲ୍ଲା ଗସ୍ତରେ ଯିବେ। ଦଶହରା ପୂର୍ବରୁ ୬ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ଫେରିଥିବା ମୁଖ୍ୟମନ୍ତ୍ରୀ ଆସନ୍ତା ସପ୍ତାହରେ ୩ଟି ଜିଲ୍ଲା ଗସ୍ତ କରିବେ। ପ୍ରଥମ…
Read More...

ବଦଳିଲା ଯୁକ୍ତ ୨ ପରୀକ୍ଷା ନୀତି

ଭୁବନେଶ୍ବର, ୨।୧୦: ଯୁକ୍ତ ଦୁଇରେ ଲାଗୁ ହେଲା ନୂଆ ପରୀକ୍ଷା ନୀତି। ୨ ବର୍ଷରେ ୬ଟି ଇଣ୍ଟରନାଲ୍‌ ପରୀକ୍ଷା ସହ ହେବ ଦୁଇଟି ବାର୍ଷିକ ପରୀକ୍ଷା। ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ପରଫର୍ମାନ୍ସ ରେକର୍ଡ ସଂଗ୍ରହ…
Read More...

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଉଦ୍‌ଘାଟିତ ହେଲା ନୂଆ ବିଲିଂ ବ୍ୟବସ୍ଥା

ଭୁବନେଶ୍ୱର, ୨।୧୦: ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଉଦ୍ଧିଷ୍ଟ ନୂତନ ବିଲିଂ ବ୍ୟବସ୍ଥାର ଶୁଭ ଉଦ୍‌ଘାଟନ କରିଛନ୍ତି। ଅତି ଉଚ୍ଚ କ୍ଷମତାଠାରୁ ଆରମ୍ଭ କରି…
Read More...

ଅକ୍ଟୋବର ୩୧ ତାରିଖ ଯାଏ ପରିବହନ ନିୟମକୁ କୋହଳ କଲେ ରାଜ୍ୟ ସରକାର

ଭୁବନେଶ୍ବର, ୩୦।୯: କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ପରିବହନ ନିୟମକୁ କୋହଳ କରିଥିବା ରାଜ୍ୟ ସରକାର ଏବେ ପୁଣି ଥରେ କେନ୍ଦ୍ର ସରକାରଙ୍କ ପରାମର୍ଶରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ କୋହଳ ଅବଧିକୁ ବୃଦ୍ଧି…
Read More...

ଅକ୍ଟୋବର ୧୧ରୁ ୨୦ ଦ୍ବୈତନଗରୀରେ ରାତି ୮ଟାରୁ ନାଇଟ୍‌ କଫ୍ୟୁ

ଭୁବନେଶ୍ବର, ୩୦।୯: କରୋନା ସଂକ୍ରମଣ ମାମଲା ରାଜ୍ୟରେ ହ୍ରାସ ପାଉଥିଲେ ମଧ୍ୟ ପାର୍ବଣକୁ ନଜରରେ ରଖି ରାଜ୍ୟ ସରକାର ପୁଣି ଥରେ କଟକ ଓ ଭୁବନେଶ୍ୱରରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ସମଗ୍ର ରାଜ୍ୟର…
Read More...

ଅକ୍ଟୋବର ୩୧ ଯାଏ ଅନ୍ତର୍ଜାତୀୟ ବିମାନ ‌ଉଡ଼ାଣ

ନୂଆଦିଲ୍ଲୀ, ୨୮।୯: ମହାମାରୀ କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଦୀର୍ଘ ଦେଢ଼ ବର୍ଷ ହେଲା ଲାଗିଥିବା କଟକଣାକୁ ଆଉ ମାସେ ବୃଦ୍ଧି କରାଯାଇଛି। ପୂର୍ବରୁ ସେପ୍ଟେମ୍ବର ୩୦ ଯାଏ ବିଦେଶକୁ ବିମାନ ଉଡ଼ି ପାରିବ…
Read More...

ପିପିଲି ଉପନିର୍ବାଚନ ପାଇଁ ସରକାରୀ କାର୍ଯ୍ୟାଳୟ ଓ କୋର୍ଟ ବନ୍ଦ

ଭୁବନେଶ୍ବର, ୨୮।୯: ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ୍ ଓ କୋର୍ଟ ଛୁଟି ରହିବ। ରାଜସ୍ୱ ଓ…
Read More...

ଆସନ୍ତା ୪ରେ ଗଜପତି ଓ ୮ରେ ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୭।୯: ଏବେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ବୁଧବାର ଭୁବନେଶ୍ୱର ଫେରିବା ପରେ ଅକ୍ଟୋବର ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ସେହିପରି ୮ ତାରିଖରେ…
Read More...

ଅସିତ ତ୍ରିପାଠୀ ହେଲେ ଭୁବନେଶ୍ବର କ୍ଲବ୍‌ର ସଭାପତି

ଭୁବନେଶ୍ବର, ୨୭।୯: ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ନିର୍ବାଚିତ ହୋଇଛନ୍ତି। ସେ ଅନ୍ୟତମ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍‌ରେ ହରାଇଛନ୍ତି। ଏହି…
Read More...

ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ‘ଗୁଲାବ’

ଭୁବନେଶ୍ୱର, ୨୯।୯: ଶେଷରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ କଳିଙ୍ଗପାଟନମରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ‘ଗୁଲାବ’। ପଶ୍ଚିମ କଳିଙ୍ଗପାଟ୍ଟନମଠାରୁ ୩୦ କିଲୋମିଟର ଦୂର ସନ୍ଥଗୁଡ଼ାଠାରେ ଏହା ଲ୍ୟାଣ୍ଡଫଲ କରିଥିବାର…
Read More...