ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲପନ, ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

କୋଲକାତା, ୩୧।୫: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ବଦଳି ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଅବସର ନେଇଛନ୍ତି ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଦ୍ଧ୍ୟାୟ। ଚାକିରିରୁ ଅବସର ନେବା ପରେ ତାଙ୍କୁ…
Read More...

ଜୁନ୍‌ ୩ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର ୩୦ ।୫: ଦେଶରେ ଧୀରେଧୀରେ ସକ୍ରିୟ ହେଉଛି ଦକ୍ଷିଣ-ପଶ୍ଚିମ ବାୟୁ। ଧୀରେଧୀରେ ଏହାର ପ୍ରବ‌ାହ ଓ ଶକ୍ତି ବଢ଼ିବ। ଫଳରେ କେରଳରେ ଜୁନ୍‌ ୧ ତାରିଖ ଆଡ଼କୁ ବର୍ଷା ଆରମ୍ଭ ହୋଇଯିବ। ଫଳରେ ଜୁନ୍‌ ୩ ତାରିଖ ଆଡ଼କୁ…
Read More...

ଜୁନ୍‌ ୧ରୁ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଯିବ ସବୁ ବିଏଡ୍‌ କଲେଜ

ଭୁବନେଶ୍ୱର,୨୯।୫: ଜୁନ୍‌ ୧ ତାରିଖରୁ ରାଜ୍ୟରେ ଥିବା ସମସ୍ତ ବିଏଡ୍‌ କଲେଜଗୁଡିକ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ । ଏବେ ରାଜ୍ୟର କିଛି ବିଏଡ୍‌ କଲେଜ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଓ ଅନ୍ୟ କିଛି…
Read More...

କରୋନାରେ ବାପା-ମା’ ହରାଇଥିବା ଅନାଥ ପିଲାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ,୨୯।୫: କରୋନାର ଦ୍ୱିତୀୟ ଲହରୀ କାରଣରୁ ଦେଶରେ ହଜାର ହଜାର ଲୋକଙ୍କ ଜୀବନ ଚାଲି ଯାଉଛି। ବାପା-ମା ନିଜର ଜବାନ ପୁଅକୁ ହରାଉଛନ୍ତି ତ ଆଉ କୋଉଠି ପିଲାମାନେ ବାପା-ମା’ଙ୍କୁ ହରାଇ ଅନାଥ ହୋଇ ଯାଉଛନ୍ତି l…
Read More...

ବାତ୍ୟା କ୍ଷତିପୂରଣ ବାବଦକୁ ଓଡ଼ିଶାକୁ ମିଳିଲା ୫୦୦ କୋଟି

ଭୁବନେଶ୍ୱର, ୨୮।୫: ଓଡ଼ିଶାରେ ବାତ୍ୟା ‘ୟାସ୍‌’ର କ୍ଷୟକ୍ଷତି ଆକଳନ କରି ଓଡ଼ିଶାକୁ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର। ବାତ୍ୟା ପାଇଁ ମୋଟ ୧୦୦୦ କୋଟିରେ ସହାୟତା ଘୋଷଣା ହୋଇଛି। ସେଥିମଧ୍ୟରୁ…
Read More...

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର: କିଡନିରୁ ବାହାରିଲା ୬ ସେମିର ଟ୍ୟୁମର

ଭୁବନେଶ୍ବର, ୨୭।୫: ସମ୍‌ ହସ୍‌ପିଟାଲରେ ଆଉ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି। ୪୧ ବ‌ର୍ଷୀୟ ଜଣେ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍‌ ହସ୍‌ପିଟାଲ୍‌ର ଶଲ୍ୟ…
Read More...

ବାତ୍ୟା କ୍ଷୟକ୍ଷତି ସମୀକ୍ଷା ପାଇଁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ୟାସ’ର କ୍ଷୟକ୍ଷତି ସମୀକ୍ଷା ପାଇଁ ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ସମେତ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଶୁକ୍ରବାର ପ୍ରଥମେ ଭୁବନେଶ୍ୱରେ…
Read More...

ବାଲେଶ୍ବରଠାରୁ ୨୦ କିମି ଦକ୍ଷିଣରେ ସ୍ଥଳ ଭାଗ ଛୁଇଁ ଉପକୂଳ ଅତିକ୍ରମ କଲା ୟାସ୍

ଭୁବନେଶ୍ୱର, ୨୬।୫: ଦୀର୍ଘ ସମୟର ତାଣ୍ଡବ ପରେ ଓଡ଼ିଶା ଉପକୂଳ ଅତିକ୍ରମ କରିଛି ବାତ୍ୟା ‘ୟାସ୍‌’। ବାତ୍ୟା ବାଲେଶ୍ୱରଠାରୁ ୨୦ କିମି ଦକ୍ଷିଣରେ ଆଜି ଦିନ ସାଢ଼େ ୧୦ରୁ ସାଢ଼େ ୧୧ ମଧ୍ୟରେ ସ୍ଥଳଭାଗ ଛୁଇଁ ଉପକୂଳ ଅତିକ୍ରମ…
Read More...

ଆସନ୍ତାକାଲି ସକାଳେ ଧାମରା ନିକଟରେ ଲ୍ୟାଣ୍ଡଫଲ୍‌ କରିବା ବାତ୍ୟା ‘ୟାସ୍’: ମୁକାବିଲା ପାଇଁ ପ୍ରସ୍ତୁତି ସାରିଛି ଓଡ଼ିଶା

ଭୁବନେଶ୍ବର, ୨୫।୫: ଆଉ କେଇ ଘଣ୍ଟାରେ ଓଡ଼ିଶା ସାମ୍‌ନା କରିବ ଆଉ ଏକ ବାତ୍ୟା ‘ୟାସ୍’। ବାତ୍ୟା ‘ୟାସ୍’ ବୁଧବାର ପାରାଦୀପ ଓ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି। ବୁଧବାର ସକାଳେ ଧାମରା…
Read More...

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ଏନ୍ଏବିଏଚ୍ ମାନ୍ୟତା

ଭୁବନେଶ୍ବର, ୨୪।୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ୍‌ ସମ୍‌ ହସ୍‌ପିଟାଲ୍‌କୁ ସମ୍ମାନଜନକ ନ୍ୟାସନାଲ୍‌ ଆକ୍ରେଡିସନ୍‌ ବୋର୍ଡ ଫର୍‌ ହସ୍‌ପିଟାଲ୍‌ସ୍‌ ଆଣ୍ଡ…
Read More...