ବସ୍‌ ଓଲଟି ୩୦ ଆହତ

ଭୁବନେଶ୍ବର, ୧୩।୧୨:  କଳାହାଣ୍ଡି ଜିଲ୍ଲା କେନ୍ଦୁଗୁଡ଼ାଠାରେ ଏକ ମର୍ମନ୍ତୁକ ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କୁ ନେଇ ହାଇଦ୍ରାବାଦ୍‌ ଅଭିମୁଖେ ଯାଉଥିବା ବସ୍‌ କଳାହାଣ୍ଡି ଜିଲ୍ଲାର କୋକଶରା ଥାନା ଅନ୍ତର୍ଗତ…
Read More...

ଏ ବର୍ଷ ହେବନି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼, ୧୩।୧୨: କରୋନା ସଂକଟ ସମୟରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସୀମିତି ଭକ୍ତରେ ସମ୍ପାଦିତ ହୋଇଥିବା ବେଳେ କିନ୍ତୁ ଧନୁଯାତ୍ରାର ଭାଗ୍ୟ ଫିଟିପାରିନ। କାରଣ ଚଳିତ ବର୍ଷ ହେବନି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି…
Read More...

ଓଡ଼ିଶା ଫେରିବ ବିଜୁ ବାବୁଙ୍କ ପ୍ରିୟ ‘ଡାକୋଟା’ ବିମାନ’: ଭୁବନେଶ୍ବର ବିମାନ ବନ୍ଦରରେ ପ୍ରଦର୍ଶିତ ହେବ

ଭୁବନେଶ୍ୱର,୧୨।୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ ତଥା ଓଡ଼ିଶାର ଗର୍ବ ଗୌରବର ପ୍ରତୀକ ‘ଡାକୋଟା’ ବିମାନ ଖୁବ୍‌ଶୀଘ୍ର ଓଡ଼ିଶା ଆସିବ। କୋଲକାତା ବିମାନବନ୍ଦରରେ ବର୍ଷ ବର୍ଷ ହେଲା ପଡ଼ିରହିଥିବା…
Read More...

୪୦ ଘଣ୍ଟାରେ ନିଷ୍କର୍ଷରେ ପହଞ୍ଚିବ ଚାଷୀ ଆନ୍ଦୋଳନ: ସରକାରଙ୍କ ସହ ଆଲୋଚନା କଲେ ହରିଆଣା ଉପମୁଖ୍ୟମନ୍ତ୍ରୀ ଚୌଟାଲା

ନୂଆଦିଲ୍ଲୀ, ୧୨।୧୨: ୪୦ ଘଣ୍ଟା ମଧ୍ୟରେ ଚାଷୀ ଆନ୍ଦୋଳ ଏହାର ନିଷ୍କର୍ଷରେ ପହଞ୍ଚିବ। ସରକାର ଓ ଚାଷୀଙ୍କ ମଧ୍ୟରେ ଆଉ ଏକ ପର୍ଯ୍ୟ‌‌ାୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। କେନ୍ଦ୍ର…
Read More...

ଭକ୍ତ କରିବେ କାଳିଆ ଦର୍ଶନ: ବଡ଼ଦିନ ପୂର୍ବରୁ ଖୋଲିବ ଶ୍ରୀମନ୍ଦିର, ଜାନୁଆରି ୩ରୁ ଅଣପୁରୀବାସୀ କରିବେ ଦର୍ଶନ

ଭୁବନେଶ୍ୱର, ୧୨।୧୨ : ଭକ୍ତ ପ୍ରତୀକ୍ଷାର ହେଲା ଅନ୍ତ। ଖୁବ୍‌ ଶୀଘ୍ର ଖୋଲିବ ଶ୍ରୀମନ୍ଦିର। ବଡ଼ଦିନ ପୂର୍ବରୁ ପୁରୀବାସୀ ଓ ଜାନୁଆରି ୩ରୁ ଅଣପୁରୀବସୀ ଅର୍ଥାତ ପୁରୀ ବାହାରର ଭକ୍ତ କରିପାରିବେ ଚତୁର୍ଦ୍ଧାମୁର୍ତିଙ୍କ…
Read More...

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆ ଗବେଷକ ପ୍ରଫେସର ଶୁକ୍ଳା

ଭୁବନେଶ୍ବର, ୧୧।୧୨: ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଲାଙ୍କ ନାମ ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରକାଶିତ ବିଶ୍ବର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ…
Read More...

ଜେ ବି ନଡ୍ଡାଙ୍କ ଗାଡ଼ିକୁ ଆକ୍ରମଣ ଘଟଣା: ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ସଚିବଙ୍କୁ ସମନ

ନୂଆଦିଲ୍ଲୀ, ୧୧।୧୨:  ଗତକାଲି ବିଜେପି ନେତା ଜେ ପି ନଡ୍ଡାଙ୍କ ଗାଡ଼ି ଉପରେ ଆକ୍ରମଣ କରାଯିବା ଘଟଣା ଓ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ପଶ୍ଚିମବଙ୍ଗର ଡିଜିପି ଓ…
Read More...

ସ୍ପଷ୍ଟ ଦିବାଲୋକରେ ରାଜଧାନୀରେ ଗୁଳିକାଣ୍ଡ: ଅଳ୍ପକେ ବଞ୍ଚିଲେ ଜେଲ୍‌ ଫେରନ୍ତା ସଞ୍ଜୟ

ଭୁବନେଶ୍ବର, ୧୧।୧୨: ରାଜଧାନୀରେ ଦିନର ସ୍ପଷ୍ଟ ଦିବାଲୋକରେ ଗୁଳି ଫୁଟିଛି। ଭୁବନେଶ୍ବର ଉପକଣ୍ଠ କଳିଙ୍ଗବିହାର ଅଞ୍ଚଳରେ ଜେଲ୍‌ ଫେରନ୍ତା ଅଭିଯୁକ୍ତ ସଞ୍ଜୟ ଖୁଣ୍ଟିଆଙ୍କ ଉପରକୁ ତିନି ଦୁବୃର୍ତ୍ତ ଗୁଳି ଚଳାଇଛନ୍ତି।…
Read More...

୧୮ ମାସରେ ନୂଆ ରୂପ ପାଇବ ବରମୁଣ୍ଡା ବସଷ୍ଟାଣ୍ଡ

ଭୁବନେଶ୍ବର,୧୦/୧୨ : ୧୮ ମାସ ଭିତରେ ନୂଆ ରୂପ ପାଇବ ଭୁବନେଶ୍ବରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌। ଏଥିରେ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା। ଗତ ଅଗଷ୍ଟ ମାସରୁ ଏହାର କାମ ଆରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ…
Read More...

ଜାନୁଆରିରେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତି ଝୁଲିଲା

ଭୁବନେଶ୍ବର, ୧୦।୧୨: କୋଭିଡ୍‌ ମୁକାବିଲା ସମ୍ପର୍କିତ ଭିଡିଓ କନ୍ଫରେନସିଂ ମାଧ୍ୟମରେ କରାଯାଇଥିବା ବୈଠକରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ରାଜ୍ୟରେ ଜାନୁଆରି ୨ରୁ ସ୍କୁଲ୍‌ ଓ କଲେଜ ଖୋଲିବା…
Read More...