ଟିଆଇ ପରେଡରେ ବିବନ ବିଶ୍ୱାଳକୁ ଚିହ୍ନିବେ ଅଞ୍ଜନା ମିଶ୍ର

ଭୁବନେଶ୍ବର, ୦୩।୩: ବୁଧବାର ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ହେବ ଟିଆଇ ପରେଡ୍‌। ଏନେଇ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ ଜଜ୍‌। ବୁଧବାର ଦିନ ଝାରପଡ଼ା ଜେଲ୍‌ ପରିସରରେ…
Read More...

ଜାଗର ଯାତ୍ରା ପାଇଁ ଲାଗୁ ହେଲା କଟକଣା: ୧୦ରୁ କମ୍‌ ୬୦ରୁ ଅଧିକ ବୟସ୍କ ‌ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ମନା

ଭୁବନେଶ୍ବର, ୧।୩: ଲିଙ୍ଗରାଜ ଜାଗର ଯାତ୍ରା ପାଇଁ କଟକଣା ଲଗାଇଲା ବିଏମସି। ୧୦ ବର୍ଷରୁ କମ୍ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମନ୍ଦିର ଭିତରକୁ ପ୍ରବେଶ ମନା। କରୋନା କଟକଣା ମଧ୍ୟରେ ପାଳନ ହେବ ଶିବରାତ୍ରୀ। କରୋନା…
Read More...

ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ନେଇଛନ୍ତି। କରୋନାର ପ୍ରଥମ ଟିକା ସେ ଦିଲ୍ଲୀ ଏମ୍ସରେ ନେଇଛନ୍ତି। ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ଟିକା ନେବା ପରେ ସେ ସମସ୍ତ…
Read More...

କାଲି ପଡ଼ିବ ସବ୍ୟ-ଅର୍ଚ୍ଚିତାଙ୍କ ହାତଗଣ୍ଠି

ଭୁବନେଶ୍ବର, ୨୮।୨: ଆଉ କିଛି ଘଣ୍ଟାର ଅପେକ୍ଷା। ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡ୍‌ର ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା। ଏନେଇ ଉଭୟ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ରାଜସ୍ଥାନରେ ଏକ ଭବ୍ୟ…
Read More...

ଫାସଟ୍ୟାଗ୍ ଜରିଆରେ ଦୈନିକ ଟୋଲ୍ ଆଦାୟ ୧୦୦ କୋଟି ପାର୍

ଭୁବନେଶ୍ବର, ୨୮।୨: ଫେବୃଆରୀ ୧୫ ତାରିଖ ବିଳମ୍ବିତ ରାତିରୁ ଜାତୀୟ ରାଜପଥରେ ଯାତାୟତ କରୁଥିବା ସମସ୍ତ ଯାନବାହନ ଉପରେ ଫାସଟ୍ୟାଗକୁ ବାଧ୍ୟତାମୂଳକ କରାଯାଇଛି। ଏହି ଫାସଟ୍ୟାଗରୁ ଆଦାୟ ହୋଇଥିବା ଟଙ୍କା ସବୁ ରେକର୍ଡ…
Read More...

ପୃଥିବୀ ପରିକ୍ରମା କରିବ ମୋଦିଙ୍କ ଫଟୋଚିତ୍ର: ମହାକାଶକୁ ଗଲା ଚଳିତ ବର୍ଷର ପ୍ରଥମ ଉପଗ୍ରହ

ନୂଆଦିଲ୍ଲୀ, ୨୮।୨: ପୃଥିବୀ ପରିକ୍ରମା କରିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ର। ଖାଲି ସେତିକି ନୁ‌ହେଁ ମୋଦିଙ୍କ ଫଟୋଚିତ୍ର ସହ ଭାଗବତ ଗୀତାକୁ ମଧ୍ୟ ମହାକାଶକୁ ପଠାଯାଇଛି। ରବିବାର ଇସ୍ରୋ ପକ୍ଷରୁ…
Read More...

ଘରୋଇ ହସ୍‌ପିଟାଲ୍‌ରେ ୨୫୦ ଟଙ୍କାରେ ମିଳିବ କରୋନା ଟିକା ଡୋଜ୍!

ଭୁବନେଶ୍ବର, ୨୬।୨: ମ‌ାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଯାଉଛି ଦେଶରେ କରୋନା ଟିକାର ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ। । ଏହା ଭିତରେ ଖବର ମିଳିଛି ଯେ, ଘରୋଇକରଣ ହସ୍ପିଟାଲରେ କରୋନା ଟିକାର ମୂଲ୍ୟ ୨୫୦ ଟଙ୍କା ପ୍ରତି…
Read More...

ଖରାକୁ ଦେଖି ଏବେ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ

ଭୁବନେଶ୍ବର, ୨୬।୨: ବଢ଼ିଚାଲିଛି ରାଜ୍ୟର ଗ୍ରୀଷ୍ମପ୍ରକୋପ। ଦିନକୁ ଦିନ ଖରାର ତାତି ବଢ଼ିବାରେ ଲାଗିଛି। ଖରାକୁ ଦେଖି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ…
Read More...

୧୨ ରାଜ୍ୟରୁ ଆସିଲେ ସପ୍ତାହେ ଘରେ ସଙ୍ଗରୋଧ ବାଧ୍ୟତାମୂଳକ

ଭୁବନେଶ୍ବର, ୨୬।୨: ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦେଶର ୧୨ଟି ରାଜ୍ୟରୁ…
Read More...

ମାର୍ଚ୍ଚ ୧ ତାରିଖରୁ ୬୦ରୁ ଉର୍ଧ୍ବ ବ୍ୟକ୍ତିଙ୍କ ଟିକାକରଣ

ଭୁବନେଶ୍ବର, ୨୪।୨: ୬୦ରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ଦିଆଯିବ କରୋନା ଟିକା।  ମାର୍ଚ୍ଚ ୧ ତାରିଖରୁ ଏହି ବର୍ଗର ବ୍ୟକ୍ତିମାନେ ଟିକା ନେବେ। ଏଥିସହ ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଥିବେ ଏବଂ ସେମାନଙ୍କ ବୟସ ୪୫…
Read More...