Browsing Category

ଦେଶ ବିଦେଶ

ଆଉ କିଛି ଘଣ୍ଟାରେ ବିମାନ ବନ୍ଦରରେ ପହଞ୍ଚିବ କରୋନା ଟିକା

ଭୁବନେଶ୍ବର, ୭।୧: ଅପେକ୍ଷାର ଅନ୍ତ ଘଟିଛି। ଆଜି ପ୍ରଥମ ପର୍ଯ୍ୟାୟରେ ପୁଣେର ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ଆସୁଥିବା କରୋନା ଟିକା ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବ। ଆଜି…
Read More...

ଶ୍ମଶାନ ଛାତ ଭୁଷୁଡ଼ି ୧୬ ମୃତ

ଭୁବନେଶ୍ବର, ୩।୧: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ନିର୍ମାଣଧୀନ ଛାତ ଭାଙ୍ଗିଯାଇଛି। ମୁରାଦନଗରଠାରେ ଥିବା ଶ୍ମଶାନ ଘାଟରେ ହୋଇଥିବା ଏହି ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି…
Read More...

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଗିରଫ୍

ଇସଲାମାବାଦ, ୨।୧ : ୨୦୦୮ ମୁମ୍ୱାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କୀ ଜାକିଉର ରେହମାନ୍ ଲଖବି ଗିରଫ୍। ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ମାମଲାରେ ଗିରଫ୍ ହୋଇଛି ଜାକିଉର। ପାକିସ୍ତାନରେ ଆଜି ଗିରଫ୍…
Read More...

ସୌରଭ ଗାଙ୍ଗୁଲିଙ୍କୁ ହୃଦ୍‌ଘାତ

କୋଲକାତା, ୨।୧: ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହୃଦ୍‌ଘାତର ଶିକାର ହୋଇଥିବା ଜଣାପଡ଼ିଛି। ତାଙ୍କୁ କୋଲକାତାର ଉଡ୍‌ଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି…
Read More...

‌ପ୍ରତ୍ୟେକ ଭାରତୀୟଙ୍କୁ ମାଗଣାରେ ମିଳିବ ଟିକା: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨।୧:  ସାରା ଦେଶରେ କରୋନା ଟିକାର ଡ୍ରାଏ ରନ୍ ଆଜି ଆରମ୍ଭ ହୋଇଯାଇଛି। ଦେଶର ୧୧୬ ଜିଲ୍ଲାରେ ୨୫୯ଟି କେନ୍ଦ୍ରରେ ଟିକାର ଡ୍ରାଏ ରନ୍ ଚାଲିଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବଡ…
Read More...

ମେ’ ୪ରୁ ସିବିଏସ୍‌ସି ବୋର୍ଡ ପରୀକ୍ଷା

ଭୁବନେଶ୍ବର, ୩୧।୧୨: ଘୋଷଣା ହେଲା ସିବିଏସ୍‌ସି ବୋର୍ଡ ପରୀକ୍ଷା ତାରଖ। ପରୀକ୍ଷ‌େ ପାଇଁ ଅପେକ୍ଷା କରିଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୋର୍ଡ…
Read More...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବ୍ରିଟେନରୁ ବିମାନ ବାତିଲ

ନୂଆଦିଲ୍ଲୀ, ୨୧।୧୨: ବ୍ରିଟେନରେ କରୋନା ପୁଣି ମରାତ୍ମକ ରୂପ ନେଇଛି। ବ୍ରିଟେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଭାରତ ସରକାର ଆକ୍ସନ ମୋଡ୍‌କୁ ଆସିଯାଇଛନ୍ତି। ତେଣୁ ଡିସେମ୍ୱର ୩୧ ଯାଏ ଭାରତ ଏବଂ…
Read More...

କାବୁଲ ସାଂସଦଙ୍କ ଉପରକୁ ବୋମା ମାଡ଼, ୮ ମୃତ ୧୫ ଆହତ

କାବୁଲ, ୨୦।୧୨: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେଠାକାର ସାଂସଦ ହାଜି ଖାନ ମହମ୍ମଦ ଭରାଦକଙ୍କ ଗାଡ଼ିକୁ ନିଶାଣ କରି ବୋମା…
Read More...

ସାମ୍‌ନାକୁ ଆସିଲା ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସ୍‌ଜିଦ୍‌ ଓ ହସ୍‌ପିଟାଲ୍‌ର ପ୍ରତୀକାତ୍ମକ ଫଟୋ

ଲକ୍ଷ୍ନୌ, ୧୯।୧୨: ରାମ ମନ୍ଦିର ଭଳି ଅଯୋଧ୍ୟାରେ ମସ୍‌ଜିଦ୍‌ ମଧ୍ୟ ନିର୍ମାଣ ହେବ। ମସ୍‌ଜିଦ୍‌ ସହ ଜନସାଧାରଣଙ୍କ ପାଇଁ ତଥା ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଇ ଏହା ପରିସରର ହାସ୍‌ପିଟାଲ୍‌ ବି ନିର୍ମିତ ହେବ। ଏ ନେଇ ଏକ…
Read More...

ଇଡି ସ୍କାନର୍‌ରେ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା: ଜବତ ହେଲା ୧୧.୮୬ କୋଟିର ସମ୍ପତି

ଶ୍ରୀନଗର, ୧୯।୧୨: ଇଡି ସ୍କାନର୍‌ରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସର ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା। ଜମ୍ମୁ-କଶ୍ମୀର କ୍ରିକେଟ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ…
Read More...