ଜୁନ୍‌ ୧୫ ଯାଏ ଜଗା ଦର୍ଶନ ବନ୍ଦ

ପୁରୀ, ୧୬।୫: ଜୁନ୍‌ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ଜଗା ଦର୍ଶନ।  ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ବନ୍ଦ କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି…
Read More...

ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ରେ ଉଡ଼ିଲା ଦୁଇ ବଡ଼ ଗଣମାଧ୍ୟମ ଅଫିସ୍‌

ଜେରୁସେଲମ: ଗାଜାପଟିରୁ ଇସ୍ରାଏଲ ଉପରେ ରକେଟ ମାଡ଼ ହେବା ପରେ ଗୋଟିଏ ପରେ ଗୋଟିଏ ଭୟଙ୍କର ପ୍ରତିଆକ୍ରମଣ କରୁଛି ଇସ୍ରାଏଲ। ଆଜି ଗାଜାରେ ଥିବା ଏକ ଉଚ୍ଚ ଅଟ୍ଟାଳିକ ରକେଟ୍‌ ମାରି ଉଡ଼ାଇ ଦେଇଛି ଇସ୍ରାଏଲ। ଏହି…
Read More...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ହାରୋ ଅଧ୍ୟକ୍ଷ

ଭୁବନେଶ୍ବର,୧୫/୫: କରୋନାର ଦ୍ବିତୀୟ ଲହରରେ ପର୍ଯ୍ୟଟନ ଓ ଆତିଥେୟତା ଶିଳ୍ପକୁ ଶକ୍ତ ଧକ୍କା ହୋଇଛି। ପ୍ରଥମ ଲହର ପରେ ସ୍ବାଭାବିକ ଅବସ୍ଥାକୁ ଆସିବା ପୂର୍ବରୁ ପୁଣି ଏହି କ୍ଷେତ୍ର ଭୀଷଣ ପ୍ରଭାବିତ ହୋଇଛି। ଦେଶର…
Read More...

କଟକଣା ଭିତରେ ପାଳିତ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

ପୁରୀ, ୧୪।୫: ଲକ୍‌ଡାଉନ ବେଳେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରାର ସମସ୍ତ ନୀତି ପାଳନ ହେବ। ଏଭଳି ପର୍ବ ପାଳନକୁ ନେଇ ଶ୍ରୀମନ୍ଦିର ଇତିହାସରେ ନୂତନ ଫର୍ଦ୍ଦ ଲେଖାଯିବ । ଗତବର୍ଷ କୋଭିଡ୍‌ କଟକଣା ଯୋଗୁ ଅକ୍ଷୟ ତୃତୀୟାର…
Read More...

ବ୍ରହ୍ମପୁର ଜେଲ୍‌ରେ ୪୮ କରୋନା ପଜିଟିଭ ଚିହ୍ନଟ

ବ୍ରହ୍ମପୁର,୧୪/୦୫: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବା ବେଳେ ଜେଲ୍‌ରେ ମଧ୍ୟ କରୋନା ୨ୟ ଲହର ଦେଖିବାକୁ ମିଳିଛି । ଜିଲ୍ଲାରେ ବ୍ରହ୍ମପୁର ସର୍କଲ୍‌ ଜେଲ୍‌ ସହ ୮ଟି କାରାଗାର ରହିଛି । ପାତ୍ରପୁର ଜେଲ୍‌ ଅଚଳ…
Read More...

ଗଙ୍ଗା ନଦୀରେ ଶବ ଭାସିବା ଘଟଣା: ବିହାର, ୟୁପି ସହ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କଲା ଜାତୀୟ ମାନବାଧିକାର କମିଶନ

ନୂଆଦିଲ୍ଲୀ, ୧୩।୫: ଗଙ୍ଗା ନଦୀରେ କୁଢ଼ କୁଢ଼ ଶବ ଭାସିବା ଘଟଣାରେ କେନ୍ଦ୍ର ସହିତ ଦୁଇ ରାଜ୍ୟକୁ ନୋଟିସ୍ କରିଛି ଜାତୀୟ ମାନବାଧିକାର କମିସନ। ଏହି ଘଟଣାରେ ଉତ୍ତରପ୍ରଦେଶ ଓ ବିହାରର ମୁଖ୍ୟ ଶାସନ ସଚିବଙ୍କ ସହିତ କେନ୍ଦ୍ର…
Read More...

ଆସନ୍ତା ସପ୍ତାହରୁ ବଜାରରେ ଉପଲବ୍ଧ ହେବ ସ୍ଫୁଟନିକ୍‌-ଭି ଟିକା

ନୂଆଦିଲ୍ଲୀ, ୧୩।୫: ଆସନ୍ତା ସପ୍ତାହରୁ ଭାରତୀୟ ବଜାରରେ ମିଳିବ ଋଷୀୟ କରୋନା ଟିକା ସ୍ଫୁଟନିକ-ଭି।  ଭାରତରେ ଏହି ଟିକା ପ୍ରଥମ ପର୍ଯ୍ୟାୟରେ ପହଞ୍ଚିସାରିଥିବା ବେଳେ ଆଗାମୀ ଦିନରେ ଅଧିକ ଟିକା ଅଣାଯିବ। ଆଉ ଆସନ୍ତା…
Read More...

ଶ୍ରୀମନ୍ଦିର ସେବାୟତଙ୍କୁ ୧୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ

ପୁରୀ, ୧୩।୫: ଶ୍ରୀମନ୍ଦିର ସେବାୟତଙ୍କୁ ମିଳିଲା କରୋନା ସହାୟତା। ଏନେଇ ପୁରୀ ଶ୍ରୀମନ୍ଦିର ପ୍ରାଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କରୋନା ଯୋଗୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ଥିବାରୁ ସେବାୟତଙ୍କ…
Read More...

କରୋନା ଲଢେଇ ପାଇଁ ୧୧୦ କୋଟି ଦେଲା ଟ୍ବିଟର୍

ନୂଆଦିଲ୍ଲୀ, ୧୧/୦୫ : କରୋନାର ଦ୍ୱିତୀୟ ଲହରୀ ସହ ସଂଘର୍ଷ କରୁଥିବା ଭାରତକୁ ସାହାଯ୍ୟ କରିବାକୁ ଅନେକ ଦେଶ ଓ ସେଲିବ୍ରିଟି ଆଗକୁ ଆସିଛନ୍ତି। ଏହି ମଧ୍ୟରେ ଭାରତକୁ ସାହାଯ୍ୟ କରିବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର…
Read More...

ଶପଥ ନେଲେ ମମତାଙ୍କ ୪୩ ମନ୍ତ୍ରୀ

କୋଲକାତା, ୧୦।୫ : ପଶ୍ଚିମବଙ୍ଗ ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବହୁମତ ହାସଲ କରି ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ମମତା ଶପଥ ଗ୍ରହଣ କରିଛନ୍ତି। ଆଜି ମମତାଙ୍କ ମନ୍ତ୍ରିମଣ୍ଡଳ ଶପଥ…
Read More...