ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର: ପେଟ୍ରୋଲ ୮୪ ଓ ଡିଜେଲ ୮୦ ପାର୍

ଭୁବନେଶ୍ବର, ୬।୧୨: ପୁଣି ପେଟ୍ରୋଲ ଓ ଡିଜେଲର ଦରରେ ବୃଦ୍ଧି ଘଟିଛି। ଦେଶରେ କ୍ରମାଗତ ଭାବେ ବଢ଼ି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦର ଏବେ ସର୍ବୋଚ ସ୍ତରରେ ପହଞ୍ଚିଛି। ରାଜଧାନୀରେ ପେଟ୍ରୋଲ ଦର ୮୪ ଟଙ୍କା ଟପିଥିବା ବେଳେ…
Read More...

ଜାନୁଆରିରୁ କଡ଼ାକଡ଼ି ହେବ ହେଲ୍‌ମେଟ୍‌ ନିୟମ: ସ୍ପଷ୍ଟ କଲେ ପରିବହନ ମନ୍ତ୍ରୀ

ଭୁବନେଶ୍ବର,୬/୧୨: ବାଇକ୍ ପଛରେ ବସୁଥିବା ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ। ଏହି ନିୟମକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଦୁଇ ଦିନ ତଳେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଘୋଷଣା କରିଥିଲେ। ପଛରେ…
Read More...

ପୁରୀ ସମୁଦ୍ର କୂଳରେ ବାର୍‌ହା ଆକ୍ରମଣ: ୨ ମହିଳା ସଫେଇକର୍ମୀ ଗୁରୁତର

ପୁରୀ, ୬।୧୨: ପୁରୀ ସମୁଦ୍ର କୂଳରେ ବାରହା ଆକ୍ରମଣରେ ଦୁଇ ଜଣ ମହିଳା ସଫେଇ କର୍ମୀ ଗୁରୁତର ଆହତ ହୋଇଛନ୍ତି। ସମୁଦ୍ର କୂଳ ସଫା କରୁଥିବା ବେଳେ ଏହି ଦୁଇ ମହିଳା ସଫେଇ କର୍ମୀଙ୍କୁ ବାର୍‌ହା ଆକ୍ରମଣ କରିଛନ୍ତି। ଆହତ ଦୁଇ…
Read More...

ଆକାଶ ଟାଟାର କର୍ମଚାରୀ ନଥିଲେ: ସ୍ପଷ୍ଟ କଲା ଟାଟା ମୋଟର୍ସ

ଭୁବ‌ନେଶ୍ବର, ୫।୧୨: ଆକାଶ ପାଠକ କେବେ ବି ଟାଟାର ଅଧିକାରୀ ନଥିଲେ। ଏନେଇ ପୁଣି ଥରେ ସ୍ପଷ୍ଟ କରିଛି ଟାଟା ମୋଟର୍‌ସ୍‌। ଟାଟା ମୋଟର୍‌ସ୍‌ର ପୁନେ ପାସେଞ୍ଜର ଡିଭିଜନ୍‌ର ଏମ୍‌ଡି ପରିଚୟ ଦେଇ ବେରୋଜଗାର…
Read More...

ଚୀନ‌ରେ ବଡ଼ ଧରଣର ଦୁର୍ଘଟଣା: ୧୮ ମୃତ, ୫ ନିଖୋଜ

ଚୀନର ଏକ କୋଇଲା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଶ୍ରମିକ ନିଖୋଜ ଅଛନ୍ତି। ଖଣି ଭିତରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ନିର୍ଗତ ହେବା ଯୋଗୁଁ ଶ୍ରମିକମାନଙ୍କର ମୃତ୍ୟୁ ହୋଇଥିବା…
Read More...

ପଞ୍ଚମ ପର୍ଯ୍ୟାରୟ ଆଲୋଚନା ବି ବିଫଳ: ୯ରେ ପୁଣି ଏକ ବୈଠକ

ନୂଆଦିଲ୍ଲୀ, ୫।୧୨: ନୂଆ କୃଷି ଆଇନ ସମ୍ପର୍କରେ ସରକାର ଓ କୃଷକ ସଂଗଠନମାନଙ୍କ ମଧ୍ୟରେ ଚାଲିଥିବା ୫ମ ପର୍ଯ୍ୟାୟ ଆଲୋଚନାରେ କୌଣସି ନିଷ୍କର୍ଷ ବାହାରିପାରିନାହିଁ ।  ତେବେ କଥାବାର୍ତ୍ତା ଜାରି ରଖିବାକୁ ଉଭୟ ପକ୍ଷ ରାଜି…
Read More...

୮ରେ ଭାରତ ବନ୍ଦ!

ଭୁବନେଶ୍ବର, ୪।୧୨: ଆସନ୍ତା ୮ ତାରିଖରେ ଭାରତ ବନ୍ଦ ହୋଇପାରେ। ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଆଜି ଭାରତ ବନ୍ଦର ଡାକରା ଦେଇଛନ୍ତି। କୃଷି ଆଇନକୁ ବିରୋଧ କରି ଚାଷୀମାନେ ଏକ ସପ୍ତାହ ହେଲା ଆନ୍ଦୋଳନ ଜାରି ରଖିଥିବା…
Read More...

ମୋଦିଙ୍କ ବଡ଼ ଘୋଷଣା: ଟିକାକରଣକୁ ଆଉ ୨ରୁ ୩ ସପ୍ତାହ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଏବେ ଏକ ବଡ଼ ଖବର ସାମ୍‌ନାକୁ ଆସିଛି। କରୋନା ଟିକା ପାଇଁ ଦେଶବାସୀଙ୍କୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆଉ ମାତ୍ର ୨ କି ୩ ସପ୍ତାହ ମଧ୍ୟରେ ଦେଶରେ ଏହି ଟିକା…
Read More...

ସମ୍ ହସ୍ପିଟାଲକୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

ଭୁବନେଶ୍ୱର, ୧/୧୨ : ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରାଯାଇ ପାରିଛି । ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ…
Read More...

ଶୀତରେ ବି କମ୍ ରହୁଛି ସଂକ୍ରମଣ : ଆଜି ୪୦୦ ତଳେ

ଭୁବନେଶ୍ବର,୧/୧୨: ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ୁଛି। ଶୀତରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ହେବ ବୋଲି ପୂର୍ବରୁ ଆଶଙ୍କା କରାଯାଇଛି। ତେବେ ଡି‌ସେମ୍ବର ପ୍ରଥମ ଦିନରେ ଅର୍ଥାତ ଆଜି ରାଜ୍ୟ ପାଇଁ କିଛିଟା…
Read More...