ଦେଶରେ ଜାତିଭିତ୍ତିକ ଜନଗଣନା ପାଇଁ ମୋଦିଙ୍କୁ ଭେଟିବେ ୧୦ ରାଜନୈତିକ ଦଳର ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ, ୨୧।୮: ଦେଶରେ ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଚାପ ସୃଷ୍ଟି କରିବେ ୧୦ଟି ରାଜନୈତିକ ଦଳର ନେତା। ବିହାର ମୁଖ୍ୟମନ୍ତ୍ରୀ ତଥା ବିଜେପିର ଘନିଷ୍ଠ ସହଯୋଗୀ ନୀତୀଶ…
Read More...

ଆଇଆଇଟି ଇଞ୍ଜିନିୟରିଂରେ ଓଡ଼ିଆ ଭାଷାରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୦।୮: ସମଗ୍ର ଭାରତବର୍ଷରେ ଥିବା ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ବିଶ୍ୱ ଓ ମାନବ ସମାଜର ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବୋଲି ଶୁକ୍ରବାର ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି) ଭୁବନେଶ୍ୱରର ପୁଷ୍ପଗିରି…
Read More...

ଭୁବନେଶ୍ବର ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ

ଭୁବନେଶ୍ୱର, ୨୦।୮: ଦକ୍ଷତା ବିକାଶ ଅନୁଷ୍ଠାନ (ଏସ୍ଡିଆଇ) ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର…
Read More...

କରୋନା ଟିକା ଜାଇକୋଭ୍-ଡିକୁ ମିଳିଲା ଜରୁରୀକାଳୀନ ବ୍ୟବହାର ଅନୁମତି

ନୂଆଦିଲ୍ଲୀ, ୨୦।୮: ଜାଇଡସ କାଡିଲାର କରୋନା ଟିକା ଜାଇକୋଭ୍-ଡିକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇଛନ୍ତି ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) । ଏହା ପୂର୍ବରୁ ଆଜି ଡିସିଜିଆଇଙ୍କ ବିଶେଷଜ୍ଞ କମିଟି ଏହି ଟିକାର…
Read More...

ରାଜ୍ୟରେ ୧୧ ହଜାର ନର୍ସିଂ ଅଫିସର ପଦବୀ ସୃଷ୍ଟି

ଭୁବନେଶ୍ୱର, ୧୯।୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାପାଇଁ ୧୧,୦୦୬ଟି ନୂତନ ନର୍ସିଂ ଅଫିସର ପଦବି ସୃଷ୍ଟି କରାଯାଇଛି। ଏହି…
Read More...

ଭୁବନେଶ୍ୱରରୁ ରାୟଗଡ଼ା ରେଳରେ ଯାତ୍ରା କଲେ ରେଳମନ୍ତ୍ରୀ ଅଶ୍ବିନ ବୈଷ୍ଣବ

ଭୁବନେଶ୍ବର, ୧୯।୮: ରେଳ ମନ୍ତ୍ରୀ ଅଶ୍ବିନ ବୈଷ୍ଣବଙ୍କ ଓଡ଼ିଶାଗସ୍ତ ସମୟରେ ଆଜି ମନ୍ତ୍ରୀ ଭୁବନେଶ୍ୱରରୁ ରାୟଗଡ଼ା ରେଳରେ ଯାତ୍ରା କରିଛନ୍ତି। ହୀରାଖଣ୍ଡ ଏକ୍ସପ୍ରେସରେ ସେ ଯାତ୍ରା କରିଛନ୍ତି। ଏହାସହ ସେ ରେଳଯାତ୍ରୀଙ୍କ…
Read More...

ଅଗଷ୍ଟ ୨୦ରୁ ଆରମ୍ଭ ହେବ +୩ ନାମଲେଖା ଆବେଦନ

ଭୁବନେଶ୍ଵର, ୧୭।୮: ଯୁକ୍ତ ୩ ନାମଲେଖା ପାଇଁ ବାହାରିଲା ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି। ଆସନ୍ତା ଅଗଷ୍ଟ ୨୦ରୁ ଆରମ୍ଭ ହେବ +୩ ନାମଲେଖା ଆବେଦନ। ଅଗଷ୍ଟ ୨୦ରୁ ସେପ୍ଟେମ୍ଵର ୪ ତାରିଖ ଯାଏ ଛାତ୍ରଛାତ୍ରୀମାନେ…
Read More...

ଆସନ୍ତା ୧୦ ବର୍ଷ ପାଇଁ ଜାତୀୟ ହକି ଟିମ୍‌କୁ ସ୍ପନ୍‌ସର୍‌ କରିବ ଓଡ଼ିଶା

ଭୁବନେଶ୍ବର, ୧୭।୮: ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଜାତୀୟ ହକି ଟିମ୍‌ର ସ୍ପନ୍‌ସର୍‌ କରିବ ଓଡ଼ିଶା। ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଜାତୀୟ ସ୍ତରରେ ହକିର ଉତଥାନ ପାଇଁ ଓଡ଼ିଶାର ପ୍ରମୁଖ…
Read More...

ନ୍ୟାଜିଲ୍ୟାଣ୍ଡରେ ଗୋଟିଏ କରୋନା ମାମଲା ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା

ନ୍ୟୁଜିଲ୍ୟାଣ୍ଡ, ୧୭।୮: ନ୍ୟୁଜିଲ୍ୟାଣ୍ଡରେ ୬ ମାସ ପରେ କରୋନାର ଏକ ମାମଲା ଏବେ ସାମ୍‌ନାକୁ ଆସିଛି। ଏହା କରୋନାର ଡେଲଟା ଭାରିଆଣ୍ଟ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ସହିତ ପ୍ରଧାନମନ୍ତ୍ରୀ ଜସିଣ୍ଡା ଆର୍ଡର୍…
Read More...