Browsing Category

Uncategorized

ପରଲୋକରେ ବାପି ଲାହିରି

ଭୁବନେଶ୍ବର, ୧୬।୨: ପ୍ରସିଦ୍ଧ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ତଥା ଡିସ୍କୋ କିଙ୍ଗ ବାପି ଲାହିରି ଆଉ ନାହାନ୍ତି। ମୁମ୍ବାଇର ଜୁହୁର କ୍ରିଟିକେୟାର ହସ୍ପିଟାଲରେ ବାପି ଦା’ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ…
Read More...

ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ: ରାଜ୍ୟରେ ୭୦% ଭୋଟ୍‌ ଗ୍ରହଣ

ଭୁବନେଶ୍ବର,୧୬।୨: ରାଜ୍ୟରେ ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟରେ ୭୦ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ରହିଥିଲେ।…
Read More...

ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ ‘ନୋଟା’ ବିକଳ୍ପ

ଭୁବନେଶ୍ବର, ୧୧।୨: ପଞ୍ଚାୟତ ନିର୍ବାଚନ ପରେ ହେବ ପୌର ନିର୍ବାଚନ। ଏଥର ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରିବାକୁ ଇଭିଏମ୍‌ର ବ୍ୟବହାର କରାଯିବାକୁ ଥିବା ବେଳେ ସେଥିରେ ‘ନୋଟା’ ବିକଳ୍ପ ରଖାଯିବ ବୋଲି ଆଜି ରାଜ୍ୟ…
Read More...

ସୁରେଶ ମହାପାତ୍ରଙ୍କ ଚାକିରି ୬ ମାସ ବଢ଼ିଲା

ଭୁବନେଶ୍ବର,୧୩/୧: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଚାକିରିକୁ ଆଉ ୬ ମାସ ବୃଦ୍ଧି କରାଯାଇଛି। ଗତ ଡିସେମ୍ବର ୩୧ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର…
Read More...

କାଶୀ ବିଶ୍ୱନାଥ କରିଡର୍ ପ୍ରକଳ୍ପର ଲୋକାର୍ପଣ କାଲି

ବାରଣାସୀ, ୧୨।୧୨: ବହୁ ପ୍ରତୀକ୍ଷିତ ବାରଣାସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ କରିଡର୍ ଶୁଭାରମ୍ଭ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପର…
Read More...

ସୁପରଷ୍ଟାର ମିହିର ଦାସ ଅସୁସ୍ଥ

ଭୁବନେଶ୍ବର, ୯।୧୨: ଓଲିଉଡ୍‌ର ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ ୭ ତାରିଖରୁ ସେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।…
Read More...

ଆନନ୍ଦ ରାଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସର ୪୩ ଛାତ୍ର ଓ ଷ୍ଟାଫ କରୋନା ପଜିଟିଭ୍

ହାଇଦ୍ରାବାଦ, ୬।୧୨: ପୁଣି କାୟା ମେଲାଇଲାଣି କରୋନା। ତେଲେଙ୍ଗାନାର କରିମନଗର ଜିଲ୍ଲାର ବୋମକ୍କଲ ସ୍ଥିତ ଆନନ୍ଦ ରାଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ୪୩ ଛାତ୍ର ଓ ଷ୍ଟାଫ କରୋନାରେ ସଂକ୍ରମିତ ହୋଇଛନ୍ତି।…
Read More...

ପଞ୍ଚାୟତ ନିର୍ବାଚନ ପାର୍ଥୀଙ୍କ ବଢ଼ିଲା ଖର୍ଚ୍ଚ ସୀମା

ଭୁବନେଶ୍ବର, ୧୫।୧୧: ପଞ୍ଚାୟତ ନିର୍ବାଚନ ପାଇଁ ବଢିଲା ଖର୍ଚ୍ଚ ସୀମା। ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ଜିଲ୍ଲା ପରିଷଦ ପ୍ରାର୍ଥୀ। ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ପଞ୍ଚାୟତ ସମିତି ସଦସ୍ୟ ପ୍ରାର୍ଥୀ। ୨ ଲକ୍ଷ…
Read More...

ସ୍କୁଲ ରୂପାନ୍ତରଣ ପର୍ବ ଆଜିଠାରୁ ଆରମ୍ଭ

ଭୁବନେଶ୍ବର, ୧୧।୧୧: ସ୍କୁଲ ରୂପାନ୍ତର ପର୍ବ ଆଜିଠାରୁ ଆରମ୍ଭ ହୋଇଯାଇଛି । ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି।…
Read More...

ଆସନ୍ତା ୧୨ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ

ଭୁବନେଶ୍ଵର, ୧।୧୧: ଆସନ୍ତା ୧୨ରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ମମିତା ମେହେର ହତ୍ୟା ଘଟଣାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କର ଓ ଖୋଦ ମୁଖ୍ୟମନ୍ତ୍ରୀଙ୍କର ଭୂମିକାକୁ ତୀବ୍ର…
Read More...