ପିପିଲି ବିଧାନସଭା ଉପନିର୍ବାଚନ: ଅଜିତ ମଙ୍ଗରାଜ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ବର, ୨୯।୩: ବିଜେପି ଓ ବିଜେଡି ପରେ କଂଗ୍ରେସ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଅଜିତ ମଙ୍ଗରାଜ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିବା ସୂଚନା ରହିଛି। ପୁରୀ ଜିଲ୍ଲା ସଭାପତି…
Read More...

ଭବାନୀପାଟଣା ପ୍ରଗତି କଲେଜର ୩୨ ଶିକ୍ଷାର୍ଥୀ କରୋନା ପଜିଟିଭ୍‌

ଭୁବନେଶ୍ବର, ୨୯।୩: ଏବେ ରାଜ୍ୟ‌ର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବୃଦ୍ଧି ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏହି…
Read More...

୧୦ରେ ପହଞ୍ଚିଲା ଆଇଆଇଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, ୨୮।୩: ଏବେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ କରୋନା ଏହାର କାୟା ମେଲି ଚାଲିଛି। ଆଜି ଭୁବନେଶ୍ୱରର ମୈତ୍ରୀ ବିହାର ସ୍ଥିତ ଆଲେନ୍ ଇନ୍‌ଷ୍ଟିଚ୍ୟୁଟ୍‌ରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଟଣୀ ନିକଟ…
Read More...

ସିଲ୍ ହେଲା ଆଲେନ ଇନ୍‌ଷ୍ଟିଚ୍ୟୁଟ୍‌: ୨୦ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ

ଭୁବନେଶ୍ବର, ୨୮।୩: ସିଲ୍‌ ହେଲା ଭୁବନେଶ୍ୱରର ମୈତ୍ରୀବିହାର ସ୍ଥିତ ଶିକ୍ଷାନୁଷ୍ଠାନ ଆଲେନ୍ ଇନ୍‌ଷ୍ଟିଚ୍ୟୁଟ୍। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏହି ଇନ୍‌ଷ୍ଟିଚ୍ୟୁଟ୍‌କୁ ସିଲ୍ କରିଛି। ଏଠାରୁ ୨୦ରୁ ଅଧିକ…
Read More...

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ବିବନ ବିରୁଦ୍ଧରେ ଚାର୍ଜସିଟ୍‌ ଦାଖଲ କରିବ ସିବିଆଇ

କଟକ,୨୮।୦୩: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ତୃତୀୟ ତଥା ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ବିବନ ବିଶ୍ୱାଳ ବିରୋଧରେ ଖୁବ୍‌ଶୀଘ୍ର ସିବିଆଇ ଟିମ୍‌ ଚାର୍ଜସିଟ୍‌ ଦାଖଲ କରିବ। ଏନେଇ ଥିବା ତଦନ୍ତ…
Read More...

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ପୁଣି ଥରେ ଆଶ୍ରିତଙ୍କ ଉପରେ ଭରସା

ଭୁବନେଶ୍ବର, ୨୫।୩: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି। ପୁରୀ ଜିଲ୍ଲା ସଭାପତି ତଥା ପିପିଲିରୁ ପୂର୍ବରୁ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ଏଥର…
Read More...

କାଲି ଭାରତ ବନ୍ଦ; ସ୍କୁଲ୍‌, କଲେଜ ବନ୍ଦ ରହିବ, କଂଗ୍ରେସ, ବାମଦଳର ସମର୍ଥନ

ଭୁବନେଶ୍ବର,୨୫/୩ : ତିନିଟି କୃଷି ଆଇନ୍ ବିଲ୍ ପ୍ରତ୍ୟାହାର ଦାବିରେ ଗତ ୪ ମାସ ଧରି ଚାଷୀମାନେ ଦିଲ୍ଲୀରେ ଆନ୍ଦୋଳନ କରିଆସୁଛନ୍ତି। ମାର୍ଚ୍ଚ ୨୬ ତାରିଖରେ ଏହି ଆନ୍ଦୋଳନକୁ ୧୨୦ ଦିନ ପୂରିବ। ଏଥି ପାଇଁ ବିଭିନ୍ନ କୃଷକ…
Read More...

ସିଲ୍‌ ହେଲା ଏକ୍ସଆଇଏମ୍‌ବି: ଚିହ୍ନଟ ହେଲେଣି ୨୩ କରୋନା ଆକ୍ରାନ୍ତ

ଭୁବନେଶ୍ଵର, ୨୨।୩: ଭୁବନେଶ୍ଵରର ଘରୋଇ ଶିକ୍ଷାନୁଷ୍ଠାନ ଏକ୍ସଆଇଏମ୍‌ବିକୁ ସିଲ୍ କଲା ବିଏମସି। ଏଠାରେ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ସିଲ୍ ଏହାକୁ କରିଛି। ସମସ୍ତ ଆକ୍ରାନ୍ତଙ୍କୁ ଗୋଟିଏ ହଷ୍ଟେଲ…
Read More...

ସ୍କୁଟର ଚାଳକ ଗଣିଲେ ୧୮ ହଜାର ୫ଶହ ଟଙ୍କାର ତଣ୍ଡ

ଭୁବନେଶ୍ବର, ୨୨।୩: ରାୟଗଡ଼ାରେ ଜଣେ ସ୍କୁଟର ଚାଳକଙ୍କ ଠାରୁ ଆଦାୟ ହୋଇଛି ୧୮ ହଜାର ୫ଶହ ଟଙ୍କାର ଜରିମାନା। ବୈଧ ଲାଇସେନ୍ସ ନଥିବା, ଟ୍ରାଫିକ ଆଇନ ଉଲ୍ଲଂଘନ କରିବା, ହେଲମେଟ ନପିନ୍ଧିବା ଓ ରେଡ୍‌ଲାଇଟ ସିଗ୍‌ନାଲ୍‌…
Read More...

୧୦ ପିଲା ଥିଲେ ସ୍କୁଲରେ ତାଲା ମାରନି, ପ୍ରତି ତିନି କୋଲିମିଟର ଅଞ୍ଚଳରେ ଗୋଟିଏ ସ୍କୁଲ ରହୁ: ଓଲ୍‌ଷ୍ଟା

ଭୁବନେଶ୍ବର, ୨୦।୩: ସ୍କୁଲରେ ୧୫ରୁ ୧୦ ଭିତରେ ପିଲା ଥିଲେ ତାଲା ମାରନ୍ତୁନି। ଏଥିରୁ କ୍ଷାନ୍ତ ରୁହନ୍ତୁ ସରକାର। ନଚେତ୍‌ ଏମିତି ଭାବେ ସ୍କୁଲ ବନ୍ଦ ହେଲେ, ଶିକ୍ଷା ବ୍ୟବସ୍ଥା ଧ୍ୱଂସ ହେବ। ପିଲା ପାଠ ପଢ଼ିବେ କେମିତି?…
Read More...