ସୋମବାର ୩ ମନ୍ତ୍ରୀ ନେବେ ଶପଥ, ବିଧାୟକଙ୍କ ପାଖକୁ ଗଲା ଫୋନ

ଭୁବନେଶ୍ବର, ୨୧।୫: ସୋମବାର ୩ ନୂଆ ମନ୍ତ୍ରୀ ନେବେ ଶପଥ। ୩ ବିଧାୟକଙ୍କ ପାଖକୁ ଗଲା ଫୋନ।  ଭଞ୍ଜନଗର ବିଧାୟକ  ବିକ୍ରମ କେଶରୀ ଆରୁଖ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି,  ରାଉରକେଲା ବିଧାୟକ  ସାରଦା ନାୟକଙ୍କ…
Read More...

ଏଏସଓ ନିଯୁକ୍ତି ମାମଲା: ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କଲେ ହାଇକୋର୍ଟ

କଟକ, ୧୮/୫: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ତରଫରୁ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ବିଷୟଭିତ୍ତିକ ସର୍ବନିମ୍ନ…
Read More...

ବଜାରରୁ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ, ୧୯/୫ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାରଦିନ ଏକ ବଡ଼ ଘୋଷଣା କରାଯାଇଛି । ବଜାରରୁ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଏବେ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ।…
Read More...

୫ ଏସ୍‌ପିଙ୍କ ସମେତ ବଦଳି ହେଲେ ୧୮ ବରିଷ୍ଠ ଆଇପିଏସ୍‌ ଅଧିକାରୀ

ଭୁବନେଶ୍ବର, ୧୮/୫ : ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସରକାର ୫ ଜଣ ଏସ୍‌ପିଙ୍କ ସମେତ ମୋଟ ୧୮ ଜଣ ଆଇପିଏସ୍‌…
Read More...

ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଗଡ଼ିବ ‌ମୋ ବସ୍‌

ଭୁବନେଶ୍ବର, ୧୮/୫: ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ‘ମୋ ବସ୍’ ଚାଲିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର। ଏନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି।…
Read More...

ଜଳୁଛି ଓଡ଼ିଶା: ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଟପିଲା

ଭୁବନେଶ୍ବର, ୧୫।୫: ଏବେ ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଛି। ଆଜି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ ହୋଇଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀର ଓ ଟିଟିଲାଗଡ଼ଠାରେ ଯଥାକ୍ରମେ ୪୪.୪ ଓ ୪୪…
Read More...

ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବାର ଶୁଭାରମ୍ଭ

ଭୁବନେଶ୍ବର, ୧୫।୫: ଭୁବନେଶ୍ୱରରୁ ଦୁବାଇକୁ ସିଧା ଆରମ୍ଭ ହୋଇଛି ବିମାନ ସେବା । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାମଗ୍ରିକ ବିକାଶ ପାଇଁ  …
Read More...

ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ: ୯୯.୪ % ମାର୍କ ସହ ଓଡ଼ିଶାରୁ ପ୍ରିୟଙ୍କା ଓ ବିଷ୍ଣୁ ଶ୍ରେଷ୍ଠ

ଭୁବନେଶ୍ବର, ୧୪/୫: ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରି ଏଜୁକେସନ (ଆଇସିଏସ୍‌ଇ) ଦଶମ ଓ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ରବିବାର ପ୍ରକାଶିତ ହୋଇଛି। ଆଇସିଏସ୍ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ…
Read More...

ଜଗନ୍ନାଥ ସଂସ୍କୃତି ସହିତ ଆମର ଜନଜାତି ସଂସ୍କୃତିର ଗଭୀର ସଂପର୍କ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୪/୫: ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଦେଶ। ଜଗନ୍ନାଥ ସଂସ୍କୃତି ସହିତ ଆମର ଜନଜାତି ସଂସ୍କୃତିର ଗଭୀର ସଂପର୍କ ରହିଛି। ପ୍ରକୃତି ଓ ପରିବେଶର ବିଶେଷ ଗୁରୁତ୍ବ ରହିଛି। ପ୍ରକୃତି, ପୂଜା ଓ ଭାଇଚାରା ଆଦିବାସୀ…
Read More...

ସୋଆ ପରିବାର ପକ୍ଷରୁ ସ୍ୱର୍ଗତ ଦେବୀ ପ୍ରସାଦ ରାୟଙ୍କର ସ୍ମୃତି ସଭା ଆୟୋଜିତ

ଭୁବନେଶ୍ୱର, ୧୩/୦୫:  ସୋଆର କୁଳାଧିପତି ସ୍ୱର୍ଗତ ପ୍ରଫେସର ଦେବୀ ପ୍ରସାଦ ରାୟଙ୍କର ସ୍ମୃତିରେ ଶୁକ୍ରବାର ଏକ ସଭା ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସୋଆ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି…
Read More...